ଏମାନଙ୍କ ପାଇଁ ସରକାରୀ ସହାୟତା ପ୍ରହସନ : ତଥାପି ଜନ୍ମମାଟିକୁ ଭୁଲିପାରୁନାହାନାହାନ୍ତି ଗ୍ରାମବାସୀ !
ନୂଆଗାଁ : 23/03/2021:(ରିପୋର୍ଟ : ନିରଞ୍ଜନ ସାହୁ ): ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଓ ହରିଜନ ତଥା ପଛୁଆବର୍ଗଙ୍କ ପାଇଁ ଅନେକ ଯୋଜନା କାର୍ଯକାରୀ କରୁଛନ୍ତି | ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ଯୋଜନା ହିଁ ଯୋଜନା |
ସରକାର ଦେବଦୁତ ଭାବେ ଏସବୁ ଯୋଜନା ପ୍ରଣୟନ କରୁଥିବାବେଳେ କେତେକ ଦୁର୍ବଳମନା କର୍ମଚାରୀ ଏହାକୁ ସୁଚାରୁରୂପେ ଯୋଗ୍ୟ ହିତାଧିକାରୀ ପାଖରେ ପହଞ୍ଚାଇ ପାରୁନାହାନ୍ତି | ଫଳରେ ସରକାରଙ୍କ ଉପରେ ଲୋକମାନଙ୍କର ଭରସା ରହୁନି | କେବଳ ଭୋଟ ରାଜନୀତି ପାଇଁ ଏସବୁ ଯୋଜନା ବୋଲି ସାଧାରଣ ଜନତା ଭାବୁଛନ୍ତି | ଲୋକ ଦେଖାଣିଆ ଏସବୁ ଯୋଜନା କେବଳ ପ୍ରହସନ ମନେହେଉଛି ।
ଏମିତିକା ଅଭିଯୋଗ ଆଣିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ହରିପୁର ପଂଚାୟତର ହାତିଆଶିଳା ଗ୍ରାମର ଲକ୍ଷ୍ମୀପ୍ରିୟା ସେଠୀ , ସୁମିତ୍ରା ବେହେରା, ମଙ୍ଗୁ ବେହେରା ଓ ଯଶୋଦା ବାରିକ | ସରକାରୀ ସହାୟତା ସେମାନଙ୍କ ପାଇଁ ଏକ ପ୍ରହସନ | ଯୋଗ୍ୟତା ଥାଇ ମଧ୍ୟ ମିଳୁନି ଭୁମିହିନଙ୍କୁ ବସୁନ୍ଧରା ଯୋଜନା ରେ ଜାଗା | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ସେମାନଙ୍କ ପାଇଁ ପାଲଟିଯାଇଛି ମରୀଚିକା | ତଥାପି ବାସସ୍ଥାନକୁ ଭୁଲିପାରୁନାହାନ୍ତି ସେମାନେ |
ସରକାରୀ ଜାଗାରେ ଥିଲେବି ୪୦ବର୍ଷର ସମ୍ପର୍କ ଭୁଲି ପାରୁନାହାନ୍ତି ଗ୍ରାମବାସୀ। ଦୀର୍ଘ ବର୍ଷର ଅତୁଟ ସମ୍ପର୍କ କେବେବି ଅଲଗା କରିପାରିନି ସେମାନଙ୍କୁ | ନିଜର ଜମିପଟ୍ଟା ନଥିବାରୁ ମିଳୁନି ସରକାରୀ ସହାୟତା ! ଆବାସ ଯୋଜନରେ କାହାକୁ କାର୍ଯ୍ୟାଦେଶ ମିଳୁଥିଲେ ମଧ୍ୟ ଘରବାରୀ ପଟ୍ଟା ନଥିବାରୁ ମିଳୁନାହିଁ ଘର | ସରକାରୀ ସୁବିଧାରୁ ବଂଚିତ ହେଲେବି ସେମିତି ପଡ଼ି ରହିଛନ୍ତି ଜନ୍ମମାଟିର ମୋହକୁ ଆବୋରି |

Tags:
Local news