ଚିକିଟି ନିକଟସ୍ଥ ଚାନ୍ଦପୁର ଠାରେ ହାତୀ ଆକ୍ରମଣ ରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର !

ଚିକିଟି ନିକଟସ୍ଥ ଚାନ୍ଦପୁର ଠାରେ ହାତୀ ଆକ୍ରମଣ ରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର !

ଚିକିଟି ନିକଟସ୍ଥ ଚାନ୍ଦପୁର ଠାରେ ହାତୀ ଆକ୍ରମଣ ରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର !


ଚାନ୍ଦପୁର : 26/04/2021(ରିପୋର୍ଟ : ପ୍ରମୋଦ କୁମାର ତ୍ରିପାଠୀ ): ଚିକିଟି ନିକଟସ୍ଥ ଚାନ୍ଦପୁର ରେ ଦନ୍ତା ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଆହତ,ମୃତକ ଜଣକ ହେଲେ ସେହି ଗାଁ ର ବୃନ୍ଦାବନ ବିନ୍ଧାଣୀ. ଆହତ ଙ୍କୁ ବ୍ରହ୍ମପୁର MKCG ଙ୍କୁ ସ୍ଥାନାନ୍ତର କରାଯାଇଛି | 15 ଟିକିଆ ହାତୀ ପଲ ଆସି ଫସଲ ନଷ୍ଟ କରିଥିବା ମଧ୍ୟ ସୂଚନା ମିଳିଛି |

    ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନର୍ଗତ ଚାନ୍ଦପୁର ନିକଟରେ ବିଳମ୍ବିତ ରାତିରେ ହାତୀ ଜଣଙ୍କୁ ଦଳି କଚlଡି ମାରିଦେଇଛି l ଘଟଣାସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l ବନ ବିଭl ଗ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ l

Post a Comment

Please Select Embedded Mode To Show The Comment System.*

Previous Post Next Post