ବୁଲା ଜନ୍ତୁଙ୍କ ସାହାରା ପାଲଟି ଛନ୍ତି ଦାମସାରେ !

ବୁଲା ଜନ୍ତୁଙ୍କ ସାହାରା ପାଲଟି ଛନ୍ତି ଦାମସାରେ !

ବୁଲା ଜନ୍ତୁଙ୍କ ସାହାରା ପାଲଟି ଛନ୍ତି ଦାମସାରେ !


ନୟାଗଡ : 15/05/2021(ରିପୋର୍ଟ : ନିରଞ୍ଜନ ସାହୁ): ଜୀବ ମଙ୍ଗଳ ସମିତି ନୟାଗଡ଼ ଜିଲ୍ଲାର ଆନୁକୂଲ୍ୟରେ  କୋରନା ମହାମାରୀ ଦୁର୍ଦ୍ଦିନ ସମୟରେ ନୟାଗଡ଼ ସହରର ବୁଲା ଜୀଵ ଜନ୍ତୁଙ୍କ ଖାଦ୍ୟ ଅଭାବ ଦେଖାଦେଇଥିବାରୁ ଜୀଵେ ଦୟା ମନୋଭାବ ନେଇ ବିଶିଷ୍ଟ ସମାଜସେବୀ ଦାମୋଦର ସାହୁଙ୍କ ନେତୃତ୍ରେ 

ସାମାଜିକ କର୍ମୀ କାହ୍ନୁ ଚରଣ ପାତ୍ର , ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ଅନୁଷ୍ଠାନର ଯୁବ ସ୍ଵେଚ୍ଛାସେବୀ ସଞ୍ଜୟ କୁମାର ସାହୁ, ସ୍ଵେଚ୍ଛାସେବୀ ପରମେଶ୍ବର ସାହୁ ପ୍ରମୁଖ ଯୋଗଦାନ ଦେଇ ପ୍ରାତଃ ସମୟରେ ଜିଲ୍ଲାର କୋଣ ଅନୁକୋଣରେ ଥିବା ବୁଲା ଷଣ୍ଢ , କୁକୁର ,କାଉ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କୁଣ୍ଡରେ ପାଣି ରଖିବା ସହ ସୁଖିଲା ଖାଦ୍ୟ ଜୀବଜନ୍ତୁଙ୍କୁ ବୁଲି ବୁଲି ଦେଇଥିଲେ। କୋରନା କାଳରେ ଏହି ପରି କାର୍ଯ୍ୟକୁ ଟାଉନ୍ ବାସିନ୍ଦା ବେଶ୍ ଭୂୟସୀ ପ୍ରଶଂସା କରିଥିଲେ। 

Post a Comment

Please Select Embedded Mode To Show The Comment System.*

Previous Post Next Post