ଟିକାବାଲି ଥାନାରେ ନୁତନ ଥାନା ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ !

ଟିକାବାଲି ଥାନାରେ ନୁତନ ଥାନା ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ !

ଟିକାବାଲି ଥାନାରେ ନୁତନ ଥାନା ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ !


ଟିକାବାଲି, 24/05/2021: (ରିପୋର୍ଟ :ସଂଜୀବ କୁମାର ଦିଗାଲ):  ଟିକାବାଲି ଥାନାରେ ଆଜି ନୁତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ସ୍ୱାଇଁ  ଦାୟିତ୍ବ ଭାର ଗ୍ରହଣ କରିଛନ୍ତି | ଶ୍ରୀଯୁକ୍ତ ସ୍ବାଇଁ ଏହା ପୂର୍ବରୁ କଟକ ସ୍ଥିତ ମଙ୍ଗଳବାଗ ଥାନାରେ ଏସ୍.ଆଇ ଭାବେ କାର୍ଯ୍ୟରତ ଥିଲେ।

ଟିକାବାଲି ଥାନାର ପୂର୍ବତନ ଥାନା ଅଧିକାରୀ ଶ୍ରୀମତୀ ରେବତୀ ସବର ଘୁ.ଉଦୟଗିରି ଆଦର୍ଶ ଥାନାକୁ ବଦଳି ହୋଇଥିବା ଜଣାପଡିଛି। ନୁତନ ଥାନା ଅଧିକାରୀଙ୍କ ନିଜ ପ୍ରତିକ୍ରିୟାରେ  ଅଞ୍ଚଳରେ ସରକାରଙ୍କ ଗାଇଡ ଲାଇନ  ଅନୁସାରେ କରୋନା ନିୟନ୍ତ୍ରଣ ପାଈଁ ଚେଷ୍ଟା କରାଯିବ, ଆଇନ ସୃଙ୍ଖଳା, ଶାନ୍ତିଶୃଙ୍ଖଳା ରକ୍ଷା,ଲୋକ ଯେପରି ଅପରାଧୀକ କାର୍ଯ୍ୟକଳାପରୁ ନିବୃତ ରହିବେ,ଚୋରି ଜିନିଷ ନକିଣିବା ପାଇଁ ସଚେତନ,ଜନସାଧାରଣଙ୍କ ସହ ସୁସମ୍ଫର୍କ ରଖି କାର୍ଯ୍ୟକରିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

Post a Comment

Please Select Embedded Mode To Show The Comment System.*

Previous Post Next Post