ନବମ ଦିନ ପାଇଁ ରନ୍ଧା ଖାଦ୍ୟ ବିତରଣ କଲେ "ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଗଞ୍ଜାମ ଓଡିଶା ପରିବାର " !
ଭଞ୍ଜନଗର : 06/06/2021(ବ୍ୟୁରୋ): ଆଜି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଗଞ୍ଜାମ ଓଡିଶାପରିବାର ତରଫରୁ ନବମ ଦିନର ରନ୍ଧା ଖାଦ୍ୟ ପ୍ରସ୍ତୁତ ହେବା ସହିତ ବଣ୍ଟନ କରାଯାଇଛି |କୁମ୍ପାପଡା ଠାରୁ ଭଞ୍ଜନଗର ପର୍ଯ୍ୟନ୍ତ ରାଜରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ଦିନ କାଟୁଥିବା ବ୍ୟକ୍ତି ବିଶେଷ ସହିତ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଦିବ୍ୟାଙ୍ଗ ସହିତ ଦିନମଜୁରିଆ ଓ ବୁଲା ଜୀବଜନ୍ତୁ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା |
ଆଜିର କାଯ୍ୟକର୍ମ ପାଇଁ ସଂଗଠନ କୁ ସମ୍ପୂର୍ଣ ଅର୍ଥ ସହାୟତା କରିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ଗ୍ରାମ ର ଜଣେ ସହୃଦୟବାନ ବ୍ୟକ୍ତି କ୍ଷୀରୋଦ ପ୍ରଧାନ | ତାଙ୍କରି ମାଆ ସ୍ବର୍ଗତ ମଳୟ ପ୍ରଧାନ ଙ୍କ ଅନ୍ତେଷ୍ଟି କ୍ରିୟା ର ଆଜି ଥିଲା ନବମ ଦିନ |ତେଣୁକରି ଅନ୍ତେଷ୍ଟି କ୍ରିୟା କରିବା ପାଇଁ ସଂଗଠନ କୁ ସାତ ଦିନ ରନ୍ଧାଖାଦ୍ୟ ପାଇଁ ସାହାଯ୍ୟ କରିଛନ୍ତି |
ତାଙ୍କରି ସାହାଯ୍ୟ ପାଇଁ ସଂଗଠନ ତରଫରୁ ଲଗାତର ପାଞ୍ଚ ଦିନ ଧରି ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି | ଆହୁରି ଦୁଇ ଦିନି ରନ୍ଧଖାଦ୍ୟ ଵଣ୍ଟନ କରିପାରିବୁ ବୋଲି ସଂଗଠନ ର ସଦସ୍ୟମାନେ ସୂଚନା ଦେଇଛନ୍ତି | ଏଭଳି ନିସ୍ଵାର୍ଥ ସମାଜ ସେବା ମନୋଭାବ ପାଇଁ ଆଜି ସଂଗଠନ ତରଫରୁ ସେହି ବଦାନ୍ୟ ବ୍ୟକ୍ତିଙ୍କୁ ଅଶେଷ ଧନ୍ୟବାଦ ଦେବା ସହିତ ତାଙ୍କରି ମାଆ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ଜଣାଉଛୁ ଭାବପୃତ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ |

Ads