ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (15/05/2021/ ଶନିବାର)...

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (15/05/2021/ ଶନିବାର)... 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (15/05/2021/ ଶନିବାର)...


💐 *ଆଜିର ଦିନଟି*💐
                **********
    ( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
            ------ ------ -------
  -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :----
                    ----------
ବୃଷ ଦି୧ନ,ବୈଶାଖ ଶୁକ୍କପକ୍ଷ ତୃତୀୟା ଯୁକ୍ତ ଚତୁର୍ଥୀ ,ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୧୫ରିଖ ,ଶନିବାର ।
ଅଦ୍ୟ ବୃଷ ସଂକ୍ରାନ୍ତି ,ଅକ୍ଷୟ ତୃତୀୟା-ମୁଠି ଅନୁକୂଳ ,ଚନ୍ଦନ ଯାତ୍ରାରମ୍ଭ, ରଥ ନିର୍ମାଣ ଶୁଭାରମ୍ଭ, ପର୍ଶୁରାମ ଓ କବି ଜୟଦେବ ଜୟନ୍ତୀ ।
              -------------
ସୂର୍ଯ୍ୟୋଦୟ ପ୍ରାଘ୫/୧୨/୧୮,
ସୂର୍ଯ୍ୟାସ୍ତ ସଂଘ୬/୧୩/୪୩ଗ ।
          ------ ----- --------
ତୃତୀୟା  ଦିଘ୮/୩,
ମୃଗଶିରା  ଦିଘ୮/୪୧,
ମିଥୁନଚନ୍ଦ୍ର  ଅହୋରାତ୍ର,
ଧୃତି  ରାଘ୨/୩୦,
ଗର  ଦିଘ୮/୩ଗ,
ବାଣିଜ୍ୟ  ରାଘ୯/୬ଗ
ବିଷ୍ଟି   ନିଶାନ୍ତ ।
           ---------------
ଯାତ୍ରା :--ଯୋଗିନୀ ଆଗ୍ନେୟେ ,ଦିଘ୮/୩ଗ 
        ନୈରୁତେ ।ଅତଃ ଆଗ୍ନେୟେ ଓ ପୂର୍ବେ ଏବଂ ଗତେ ନୈରୁତେ ଓ ଦକ୍ଷଣେ 
      ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ବୃଷ, ସିଂହ ଓ କନ୍ୟା 
                      ରାଶିତ୍ରୟର,
ଘାତଚନ୍ଦ୍ର :--କନ୍ୟା ରାଶିର,
ରଜଶ୍ଚକ୍ରେ :--କନ୍ୟା ଶ୍ରୀସଂପନ୍ନା,
ଶୁଭକର୍ମ :--ମୁଠି ଅନୁକୂଳ,
ଭକ୍ଷଣ ନିଷେଧ :--ପୋଟଳ ଓ ମୂଳକ,
ପୁଷ୍କରଦୋଷ :--ମୃତେ ପା୧ଦ,
ଶ୍ରାଦ୍ଧ :--ଚତୁର୍ଥୀର ଏକୋଦିଷ୍ଟ ପାର୍ବଣ ।
           -------------
ଅମୃତବେଳା :--ଦିଘ୮/୪୦ଗ ଘ୧୨/୯ମ
ବାରବେଳା :--ଦିଘ୧/୨୧ଗ ଘ୨/୫୯,
କାଳବେଳା :--ପ୍ରାଘ୬/୪ଗ ,
ମାହେନ୍ଦ୍ରବେଳା :--ସୂର୍ଯ୍ୟୋଦୟ ଠାରୁ 
                        ଘ୬/୪ମି .ମଧ୍ୟେ ।
କାଳରାତ୍ରୀ :--ସଂଘ୬/୧୫ଗ ଘ୭/୩୭ମ ।
          -----------------------
*ଆଜିର ସଂକ୍ଷିପ୍ତ ରାଶିଫଳ*
    ****************
ମେଷରାଶିର :---ଧନଦ୍ରବ୍ୟ ଓ ବନ୍ଧୁ ପ୍ରାପ୍ତ,
ବୃଷ :--ଆୟହାନି ଓ ପୀଡା,
ମିଥୁନ :--ଶ୍ରୀଲାଭ ଓ ମନଖୁସି,
କର୍କଟ :--ସ୍ୱାସ୍ଥ୍ୟ ଓ ଧନନାଶ,
ସିଂହ :--ନୂତନ ଆୟଯୋଗ ,କିନ୍ତୁ ମନାନ୍ତର
କନ୍ୟା :--କର୍ମେ ଖୁସି ,
ତୁଳା :--ଦଣ୍ଡଭୟ ଓ ମନେ ହତାଶ ଭାବ,
ବିଛା :--ଦୁର୍ଘଟଣା ,ଆଘାତ ,ବ୍ୟୟବୃଦ୍ଧି,
ଧନୁ :--ପ୍ରୀତିବୃଦ୍ଧି ,ମନୋବ୍ୟଥା ଦୂର,
ମକର :--ସାହାଯ୍ୟ ଓ ସୁସମ୍ବାଦ ପ୍ରାପ୍ତ,
କୁମ୍ଭ :--କାର୍ଯ୍ୟ ଭାର ବୃଦ୍ଧି ଓ ଚିନ୍ତିତ,
ମୀନ :--ଚକ୍ଷୁପୀଡା ,ବିବାଦ ଓ ଧନହାନି ।
       ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।)
          -----------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
         -----କୁରାଳ ---
    💐 ଜୟ ଶ୍ରୀଶନିଶ୍ଚରଦେବ 💐
          👌ଜୟ ମା'ଦକ୍ଷିଣକାଳୀ👌
                   ***********

Post a Comment

Please Select Embedded Mode To Show The Comment System.*

Previous Post Next Post