ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 06/06/2021(ରବିବାର )
💐 ଆଜିର ଦିନଟି 💐
------------
( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
------------- -------------
------: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
----------
ବୃଷ ଦି୨୩ନ, ଜ୍ୟେଷ୍ଠ କୃଷ୍ଣପକ୍ଷ ଏକାଦଶୀ ଯୁକ୍ତ ଦ୍ୱାଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା, ଜୁନ୍ ତା୬ରିଖ ,ରବିବାର ।ଅଦ୍ୟ ଅପରା ଜଳକ୍ରୀଡା ଏକାଦଶୀ ।
-------------
ସୂର୍ଯ୍ୟୋଦୟ ପ୍ରାଘ୫/୮/୧୦,
ସୂର୍ଯ୍ୟାସ୍ତ ସଂଘ ୬/୨୨/୨୧ଗ ।
-------- --------
ଏକାଦଶୀ ପ୍ରାଘ୬/୨୩,
ଅଶ୍ୱିନୀ ରାଘ୬/୩୦,
ମେଷଚନ୍ଦ୍ର ଅହୋରାତ୍ର,
ଶୋଭନ ରାଘ୪/୩୭,
ବାଳବ ପ୍ରାଘ୬/୨୩ଗ,
କୈ।ଳବ ରାଘ୭/୩୬ ।
-–---------
ଯାତ୍ରା :--ଯୋଗିନୀ ଆଗ୍ନେୟେ ,ପ୍ରାଘ୬/୨୩ଗ ନୈରୁତେ ।ଅତଃ ଆଗ୍ନେୟେ ଓ ପୂର୍ବେ ଏବଂ ଗତେ ନୈରୁତେ ଓ ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମେଷରାଶିର,
ଘାତଚନ୍ଦ୍ର :--ମେଷରାଶିର,
ରଜଶ୍ଚକ୍ରେ :--କନ୍ୟା କାମାତୁର,
ଭକ୍ଷଣ ନିଷେଧ :--ଶିମ୍ବ ଓ ପୋଇ,
ଶୁଭକର୍ମ :--ଆଶ୍ୱିନ ନକ୍ଷତ୍ରେ ବିବାହ
ପାଣିଗ୍ରହଣ,
ପୁଷ୍କରଦୋଷ :--ମୃତେ ପା୧ଦ,ପ୍ରାଘ୬/୨୩
ଗତେ ପା୨ଦ,
ଶ୍ରାଦ୍ଧ :---ଦ୍ୱାଦଶୀର ଏକୋଦିଷ୍ଟ ପାର୍ବଣ ।
--------- --------
ଅମୃତବେଳା :--ଦିଘ୭/୪୭ମ,
ବାର ଓ କାଳବେଳା :---ଦିଘ୧୦ /୬ଗ
ଦିଘ୧/୨୫ମ,
ମାହେନ୍ଦ୍ରବେଳା :--ଦିଘ୩/୪୪ଗ
ଦିଘ୪/୩୭ମ,
କାଳରାତ୍ରୀ :---ରାଘ୧/୬ଗ ରାଘ୨/୨୭ମ
------------
Ads
*ଆଜିର ରାଶିଫଳ*
---–----------------
ମେଷରାଶିର :--ଶ୍ରୀଲାଭ ,ମାତ୍ର ଚିନ୍ତାବୃଦ୍ଧି,
ବୃଷ :--ସ୍ୱାସ୍ଥ୍ୟ ହାନି ଓ ବ୍ୟୟାଧିକ,
ମିଥୁନ :--ଅର୍ଥପ୍ରାପ୍ତ,
କର୍କଟ :---କର୍ମେଖୁସି,
ସିଂହ :--ସନ୍ତାନ ଚିନ୍ତା ଓ ଦଣ୍ଡଭୟ,
କନ୍ୟା :--ଆଘାତ ଓ ପୀଡିତ,
ତୁଳା :--ସ୍ତ୍ରୀସହଯୋଗ,
ବିଛା :--ନୂତନ ଚିନ୍ତା ଓ ଆୟ,
ଧନୁ :--ବନ୍ଧୁ ଓ ଧନଲାଭ,
ମକର :---ପିତୃକଷ୍ଟ ଓ ଶରୀର ପୀଡା,
କୁମ୍ଭ :--ଧନ ଓ ଦ୍ରବ୍ୟଲାଭ,
ମୀନ :--ବ୍ୟୟବୃଦ୍ଧି ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି କିଛି ପରିବର୍ତ୍ତନ ହୋଇପାରେ ।)
-----------–--
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
-----: କୁରାଳ :----
*****
💐 ଜୟ ଶ୍ରୀଆଦିତ୍ୟନାରାୟଣ 💐
👌ଜୟ ମା' ମାତଙ୍ଗୀ 👌
--------------
Tags:
Horoscope