ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, ଶୁକ୍ରବାର 11/06/2021
💐 ଆଜିର ଦିନଟି 💐
------------------
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
------ ------ ------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
----- ----- ---- ----
ବୃଷ ଦି୨୮ନ, ଜ୍ୟେଷ୍ଠ ଶୁକ୍କପକ୍ଷ ପ୍ରତିପଦା ,ଇଂରାଜୀ ସନ୍ ୨୦୨୧ମସିହା ,ଜୁନ୍ ତା୧୧ରିଖ ,ଶୁକ୍ରବାର। ଅଦ୍ୟ ତ୍ରିଦିନାତ୍ମକ ସାବିତ୍ରୀ ବ୍ରତ ସମାପନ ଓ ଶ୍ରୀ ଗଙ୍ଗା
ଦଶ୍ୱ।ଶବମେଧ ସ୍ନାନ ପ୍ରାରମ୍ଭ ।
----------------
ସୂର୍ଯ୍ୟୋଦୟ ପ୍ରାଘ୫/୮/୨୨ଗ,
ସୂର୍ଯ୍ୟାସ୍ତ ସଂଘ ୬/୨୪/୪ଗ ।
----------
ପ୍ରତିପଦା ସଂଘ୬/୩୪,
ମୃଗଶିରା ଦିଘ୨/୩୩,
ମିଥୁନଚନ୍ଦ୍ର ଅହୋରାତ୍ର,
ଶୂଳ ଦିଘ୮/୪୦,
କିସ୍ତୁଘ୍ନ ପ୍ରାଘ୫/୩୨ଗ,
ବବ ସଂଘ୬/୩୪ ।
----- ---- -----
ଯାତ୍ରା :--ଯୋଗିନୀ ପୂର୍ବେ ।ଅତଃ ସଂଘ୬/୩୪ମ ପୂର୍ବେ ଓ ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ବିଛା, ଧନୁ ଓ ମୀନ
ରାଶିତ୍ରୟର ,
ଘାତଚନ୍ଦ୍ର :--କନ୍ୟା ରାଶିର,
ରଜଶ୍ଚକ୍ରେ :--କନ୍ୟା ଶ୍ରୀସଂପନ୍ନା,
ଭକ୍ଷଣ ନିଷେଧ :--ପାଣିକଖାରୁ,
ଶୁଭକର୍ମ :--ନାମକରଣ, ନବବଧୂ ପ୍ରବେଶ,
ବିଦ୍ୟାରମ୍ଭ, ଭୂମିପୂଜା ,କ୍ରୟବିକ୍ରୟ
ବାଣିଜ୍ୟ ,ହଳପ୍ରବାହ ବୀଜବପନ ,
ଭୂମିପୂଜା ଇତ୍ୟାଦି ଶୁଭ ଯୋଗାଏ ।
ପୁଷ୍କରଦୋଷ :--ମୃତେ ସଂଘ୬/୩୪ଗ
ପା୧ଦ,
ଶ୍ରାଦ୍ଧ :--ପ୍ରତିପଦାର ଏକୋଦିଷ୍ଟ ପାର୍ବଣ ।
----- ----- ---- -----
ଅମୃତବେଳା :--ପ୍ରାଘ୬/୨ମ,
ବାର ଓ କାଳବେଳା :--ଦିଘ୮/୨୮ଗ
ଦିଘ୧୧/୪୭ମ,
ମାହେନ୍ଦ୍ରବେଳା :--ରାଘ୧୦/୪୨ଗ
ଘ ୧୧/୨୫ମ,
କାଳରାତ୍ରୀ :--ରାଘ୯/୬ଗ ଘ୧୦/୨୬ମ,
------ ----- -----
*ଆଜିର ସଂକ୍ଷିପ୍ତ ରାଶିଫଳ*
--------- ------ --------
ମେଷରାଶିର :--ଧନଦ୍ରବ୍ୟ ଲାଭ,
ବୃଷ :---ଆୟ ଓ ସମ୍ମାନହାନି,
ମିଥୁନ :--ନୂତନ କର୍ମ ଓ ଅର୍ଥ ପ୍ରାପ୍ତ,
କର୍କଟ :--ସ୍ୱାସ୍ଥ୍ୟ ହାନି ଓ ଚିନ୍ତା ବୃଦ୍ଧି,
ସିଂହ :--ଆର୍ଥିକ ଲାଭ,
କନ୍ୟା :--କର୍ମେ ଉନ୍ନତି ଓ ଖୁସି,
ତୁଳା :--ଦଣ୍ଡଭୟ ଓ ବାଧାପ୍ରାପ୍ତ,
ବିଛା :--ଆଘାତ ଓ ଦୁର୍ଘଟଣା ଭୟ,
ଧନୁ :--ପ୍ରୀତିବୃଦ୍ଧି,
ମକର :--ଧନଲାଭ ଓ ବନ୍ଧୁ ଦର୍ଶନ,
କୁମ୍ଭ :--କାର୍ଯ୍ୟେ ଉନ୍ନତି ଓ ସଫଳ,
ମୀନ :--ଚକ୍ଷୁପୀଡା ଓ ଖର୍ଚ୍ଚାନ୍ତ ।
( ଦଶାଫଳ ଅନୁସାରେ ମଧ୍ୟ ଆଜି କିଛି କିଛି ପରିବର୍ତ୍ତନ ହୋଇପାରେ ।)
-------- -------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
------ *କୁରାଳ*------
💐 ଜୟ ଶ୍ରୀଶିବଶମ୍ଭୁ 💐
👌ଜୟ ମା' ସନ୍ତୋଷୀ 💐
-----–--------------
Tags:
Horoscope