ମନ୍ଦିର ପୂଜକଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କଲେ ବିଜେପି ନେତା !
ନିଶ୍ଚିନ୍ତକୋଇଲି : 10/06/2021(ରିପୋର୍ଟ : ପ୍ରତୀକ ମିଶ୍ର ): ନିଶ୍ଚିନ୍ତ କୋଇଲି ଜିଗନି ପୁର ପଂଚାୟତ ରେ ମାହାଙ୍ଗା ର ବି.ଯେ.ପି ନେତା ସାରଦା ପ୍ରଧାନ ଓ ଅନେକ ଯୁବ ବିଜେପି ନେତା ଙ୍କ ତରଫ ରୁ ବଳଦେବ ଜୀଉ ମନ୍ଦିର ପୂଜକ ମାନଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିଛନ୍ତି | କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ଜିଗିନ ପୁର ରେ ସାରଦା ପ୍ରଧାନ ଙ୍କ ନେତୃତ୍ୱରେ ବିଜେପି ଜୁବ ନେତା ମାନେ ବଳଦେବଜୀଉ ମନ୍ଦିର ପରିସର ରେ ପୂଜକ ମାନଙ୍କୁ ମାଗଣା ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରି କୋରନା ମହାମାରୀ ସମୟରେ ସହାୟତା ର ହାତ ବଢ଼େଇ ମହାନତାର ପରିଚୟ ଦେଇଛନ୍ତି |
ମାନ୍ୟବର ସାରଦା ପ୍ରଧାନ ଗରିବ ମାନଙ୍କ ବନ୍ଧୁ ସାଜି ଜଣେ ରାଜନେତା ସହ ଉଦାରତାର ପରିଚୟ ଦେଇ ସବୁ ମହଲ ରେ ପ୍ରଶଂସିତ ହୋଇଛନ୍ତି |
Tags:
Local news