ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 18/06/2021, ଶୁକ୍ରବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 18/06/2021, ଶୁକ୍ରବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 18/06/2021, ଶୁକ୍ରବାର  ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 18/06/2021, ଶୁକ୍ରବାର   💐 *ଆଜିର ଦିନଟ*💐                    *********    ( ଜୟ ଶ୍ରୀଜଗନ୍ନାଥ ଓ ଶୁଭ ସକାଳ )              ------- ----- -------   -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----                   ------------  ମିଥୁନ ଦି୪ନ,ଜ୍ୟେଷ୍ଠ ଶୁକ୍କପକ୍ଷ ଅଷ୍ଟମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ ତା୧୮ରିଖ ,ଶୁକ୍ରବାର ।                ------------------- ସୂର୍ଯ୍ୟୋଦୟ ପ୍ରାଘ୫/୯/୧୯, ସୂର୍ଯ୍ୟାସ୍ତ ସଂଘ୬/୨୬/୩ଗ ।            ------ ----- ------ ଅଷ୍ଟମୀ ରାଘ୮/୪୨, ଉତ୍ତରାଫାଃ ରାଘ୯/୪୦, କନ୍ୟାଚନ୍ଦ୍ର ଅହୋରାତ୍ର , ବ୍ୟତିପାତ ରାଘ୨/୪୯, ବିଷ୍ଟି ଦିଘ ୯/୨୭ଗ, ବବ ରାଘ୮/୪୨,               -------------- ଯାତ୍ରା :--ଯୋଗିନୀ ଐଶାନ୍ୟେ ।ଅତଃ ରା୮/୪୨ମ ଐଶାନ୍ୟେ ଓ ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ । ଘାତବାର :--ବିଛା, ଧନୁ ଓ ମକର                           ରାଶିତ୍ରୟର, ଘାତଚନ୍ଦ୍ର :--ବୃଷରାଶିର, ରଜଶ୍ଚକ୍ରେ :--କନ୍ୟା ସୈ।ଭାଗିନୀ, ଭକ୍ଷଣ ନିଷେଧ :--ନଡ଼ିଆ, ଶୁଭକର୍ମ :--ଉଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ରେ           ବିବାହ ପାଣିଗ୍ରହଣ, ପୁଷ୍କରଦୋଷ :--ମୃତେ ରାଘ୯/୪୦ମ             ପା୧ଦ ଦୋଷ, ଶ୍ରାଦ୍ଧ :--ଅଷ୍ଟମୀର ଏକୋଦିଷ୍ଟ ପାର୍ବଣ,                ----------- ଅମୃତବେଳା :--ପ୍ରାଘ୬/୩ମ,             ପ୍ରାଘ୬/୫୬ଗ ଘ୮/୨୯ମ, ବାର ଓ କାଳବେଳା :--ଦିଘ୮/୨୯ଗ                ଦିଘ୧୧/୪୮ମ, ମାହେନ୍ଦ୍ରବେଳା :--ରାଘ୧୦/୪୪ଗ            ରାଘ୧୧/୨୭ମ, କାଳରାତ୍ରି :--ରାଘ୯/୭ଗ ଘ୧୦/୨୮ମ,                -------- ---- ------        *ଆଜିର ରାଶିଫଳ*              ******** ମେଷରାଶିର :--ଧନ ଓ ସୁସମ୍ବାଦ ପ୍ରାପ୍ତ, ବୃଷ :--କାର୍ଯ୍ୟ ହାନି, ମିଥୁନ :--ଚକ୍ଷୁ ଓ ମନପୀଡା, କର୍କଟ :--ଦ୍ରବ୍ୟପ୍ରାପ୍ତ ଓ ମନୋବଳ ବୃଦ୍ଧି, ସିଂହ :--ଧନବ୍ୟୟ ଓ ଶତ୍ରୁ ବୃଦ୍ଧି, କନ୍ୟା :--ଆଭୂଷଣ ପ୍ରାପ୍ତ, ତୁଳା :--ଶାରୀରିକ ଓ ଆର୍ଥିକ କ୍ଷତି, ବିଛା :--ନୂତନ ତଥ୍ୟ ଓ ବନ୍ଧୁ ପ୍ରାପ୍ତ, ଧନୁ :--କର୍ମେ ଉନ୍ନତି ଓ ଶତ୍ରୁ ବିଜୟ, ମକର :--ରାଜଦଣ୍ଡ ଭୟ ଓ ମନସ୍ତାପ, କୁମ୍ଭ :--ଆଘାତ ,ମାତ୍ର ସମ୍ମାନିତ, ମୀନ :--ପ୍ରୀତିବୃଦ୍ଧି ଓ ପ୍ରସନ୍ନତା।    ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶଫଳରେ କିଛି ପରିବର୍ତ୍ତନ ହୋଇପାରେ ।)                -------------  ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।           ।।।।।।। କୁରାଳ ।।।।।।     💐ଜୟ ଶ୍ରୀଦେବଦେବ ମହାଦେବ💐         👌 ଜୟ ମା'ସନ୍ତୋଷୀ  👌                     ----------



💐 *ଆଜିର ଦିନଟ*💐
                   *********
   ( ଜୟ ଶ୍ରୀଜଗନ୍ନାଥ ଓ ଶୁଭ ସକାଳ )
             ------- ----- -------
  -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
                  ------------
 ମିଥୁନ ଦି୪ନ,ଜ୍ୟେଷ୍ଠ ଶୁକ୍କପକ୍ଷ ଅଷ୍ଟମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ ତା୧୮ରିଖ ,ଶୁକ୍ରବାର ।
               -------------------
ସୂର୍ଯ୍ୟୋଦୟ ପ୍ରାଘ୫/୯/୧୯,
ସୂର୍ଯ୍ୟାସ୍ତ ସଂଘ୬/୨୬/୩ଗ ।
           ------ ----- ------
ଅଷ୍ଟମୀ ରାଘ୮/୪୨,
ଉତ୍ତରାଫାଃ ରାଘ୯/୪୦,
କନ୍ୟାଚନ୍ଦ୍ର ଅହୋରାତ୍ର ,
ବ୍ୟତିପାତ ରାଘ୨/୪୯,
ବିଷ୍ଟି ଦିଘ ୯/୨୭ଗ,
ବବ ରାଘ୮/୪୨,
              --------------
ଯାତ୍ରା :--ଯୋଗିନୀ ଐଶାନ୍ୟେ ।ଅତଃ ରା୮/୪୨ମ ଐଶାନ୍ୟେ ଓ ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ବିଛା, ଧନୁ ଓ ମକର
                          ରାଶିତ୍ରୟର,
ଘାତଚନ୍ଦ୍ର :--ବୃଷରାଶିର,
ରଜଶ୍ଚକ୍ରେ :--କନ୍ୟା ସୈ।ଭାଗିନୀ,
ଭକ୍ଷଣ ନିଷେଧ :--ନଡ଼ିଆ,
ଶୁଭକର୍ମ :--ଉଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ରେ
          ବିବାହ ପାଣିଗ୍ରହଣ,
ପୁଷ୍କରଦୋଷ :--ମୃତେ ରାଘ୯/୪୦ମ
            ପା୧ଦ ଦୋଷ,
ଶ୍ରାଦ୍ଧ :--ଅଷ୍ଟମୀର ଏକୋଦିଷ୍ଟ ପାର୍ବଣ,
               -----------
ଅମୃତବେଳା :--ପ୍ରାଘ୬/୩ମ,
            ପ୍ରାଘ୬/୫୬ଗ ଘ୮/୨୯ମ,
ବାର ଓ କାଳବେଳା :--ଦିଘ୮/୨୯ଗ 
              ଦିଘ୧୧/୪୮ମ,
ମାହେନ୍ଦ୍ରବେଳା :--ରାଘ୧୦/୪୪ଗ 
          ରାଘ୧୧/୨୭ମ,
କାଳରାତ୍ରି :--ରାଘ୯/୭ଗ ଘ୧୦/୨୮ମ,
               -------- ---- ------
       *ଆଜିର ରାଶିଫଳ*
             ********
ମେଷରାଶିର :--ଧନ ଓ ସୁସମ୍ବାଦ ପ୍ରାପ୍ତ,
ବୃଷ :--କାର୍ଯ୍ୟ ହାନି,
ମିଥୁନ :--ଚକ୍ଷୁ ଓ ମନପୀଡା,
କର୍କଟ :--ଦ୍ରବ୍ୟପ୍ରାପ୍ତ ଓ ମନୋବଳ ବୃଦ୍ଧି,
ସିଂହ :--ଧନବ୍ୟୟ ଓ ଶତ୍ରୁ ବୃଦ୍ଧି,
କନ୍ୟା :--ଆଭୂଷଣ ପ୍ରାପ୍ତ,
ତୁଳା :--ଶାରୀରିକ ଓ ଆର୍ଥିକ କ୍ଷତି,
ବିଛା :--ନୂତନ ତଥ୍ୟ ଓ ବନ୍ଧୁ ପ୍ରାପ୍ତ,
ଧନୁ :--କର୍ମେ ଉନ୍ନତି ଓ ଶତ୍ରୁ ବିଜୟ,
ମକର :--ରାଜଦଣ୍ଡ ଭୟ ଓ ମନସ୍ତାପ,
କୁମ୍ଭ :--ଆଘାତ ,ମାତ୍ର ସମ୍ମାନିତ,
ମୀନ :--ପ୍ରୀତିବୃଦ୍ଧି ଓ ପ୍ରସନ୍ନତା।
   ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
               -------------
 ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
          ।।।।।।। କୁରାଳ ।।।।।।
    💐ଜୟ ଶ୍ରୀଦେବଦେବ ମହାଦେବ💐
        👌 ଜୟ ମା'ସନ୍ତୋଷୀ  👌
                    ----------

Post a Comment

Please Select Embedded Mode To Show The Comment System.*

Previous Post Next Post