ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର
💐ଆଜିର ଦିନଟି 💐
-------------
( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
---- --- --- --- ----
-----; ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
------------------
ମିଥୁନ ଦି୧୩ନ, ଆଷାଢ଼ କୃଷ୍ଣପକ୍ଷ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୭ରିଖ ,ରବିବାର ।
------- --------
ସୂର୍ଯ୍ୟୋଦୟ ପ୍ରାଘ୫/୧୧/୨୦,
ସୂର୍ଯ୍ୟାସ୍ତ ସଂଘ୬/୨୭/୪୩ଗ ।
------ ---- -------
ତୃତୀୟା ଦିଘ୩/୫୭,
ଶ୍ରବଣା ରାଘ୧/୨୪,
ମକରଚନ୍ଦ୍ର ଅହୋରାତ୍ର,
ବୈଧୃତି ଦିଘ୪/୨୮,
ବିଷ୍ଟି ଦିଘ୩/୫୭ଗ,
ବବ ରାଘ୩/୩ ।
----- --- -----
ଯାତ୍ରା :--ଯୋଗିନୀ ଆଗ୍ନେୟେ , ଦିଘ୩/୫୭ଗ ନୈଋତେ ।ଅତଃ ଆଗ୍ନେୟେ ,ପୂର୍ବେ ଓ ଗତେ ନୈଋତେ, ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମେଷରାଶିର,
ଘାତଚନ୍ଦ୍ର :--ସିଂହ ରାଶିର,
ରଜଶ୍ଚକ୍ରେ :--କନ୍ୟା ସର୍ବସୁଖୀ,
ଶୁଭକର୍ମ :--ଦିଘ୩/୫୭ଗ ଶ୍ରବଣା ଓ
ଧନିଷ୍ଠା ନକ୍ଷତ୍ରେ ବିବାହ ପାଣିଗ୍ରହଣ,
ଶରଣପଞ୍ଚକ :--କ୍ରମଶଃ,
ଭକ୍ଷଣ ନିଷେଧ :--ପୋଟଳ, ଦିଘ୩/୫୭ଗ
ମୂଳକ ,
ପୁଷ୍କରଦୋଷ :--ମୃତେ ପା୧ଦ,
ଶ୍ରାଦ୍ଧ :--ତୃତୟାର ଏକୋଦିଷ୍ଟ ପାର୍ବଣ,
-------------
ଅମୃତବେଳା :--ଦିଘ୭/୫୧ମ,
ବାର ଓ କାଳବେଳା :-- ଦିଘ୧୦/୧୧ଗ
ଦିଘ୧/୩୦ମ,
ମାହେନ୍ଦ୍ରବେଳା :--ଦିଘ୩/୪୯ଗ
ଦିଘ୪/୪୨ମ,
କାଳରାତ୍ରି :--ରାଘ୧/୧୧ଗ ଘ୨/୩୧ମ,
-----------
********
ମେଷରାଶିର :--କର୍ମେ ଉନ୍ନତି ଓ ଶତ୍ରୁଜୟ,
ବୃଷ :--ବଦନାମ ,ଦଣ୍ଡଭୟ ଓ ବିଚଳିତ,
ମିଥୁନ :--ଦୁର୍ଘଟଣା ,ଆଘାତ ଓ ଧନନାଶ,
କର୍କଟ :--ପ୍ରୀତିବୃଦ୍ଧି ଓ ସହଯୋଗ ଲାଭ,
ସିଂହ :--ଆୟାଧିକ ,ବନ୍ଧୁ ସଂଯୋଗ ,
କନ୍ୟା :--କାର୍ଯ୍ୟେ ବାଧା , ମନାନ୍ତର,
ତୁଳା :--ଶ୍ୱାସ ପୀଡା , ଧନବ୍ୟୟ,
ବିଛା :--ଧନଦ୍ରବ୍ୟ ଲାଭ ଯୋଗ,
ଧନୁ :--ଆର୍ଥିକ କ୍ଷତି ,ପ୍ରତିଘାତ ,
ମକର :--ଶ୍ରୀଲାଭ, ସାହାଯ୍ୟ ସହଯୋଗ
ପ୍ରାପ୍ତ , ନୂତନ ଚିନ୍ତା ,
କୁମ୍ଭ :--ଧନ ଓ ଶରୀର କ୍ଷତି,
ମୀନ :--ସମସ୍ତ କୁଶଳ, ଶାନ୍ତିପ୍ରଦ ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
----------------
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
-------: କୁରାଳ :-----
****
💐 ଜୟ ଶ୍ରୀରବିନାରାୟଣ 💐
👌ଜୟ ମା'ନାରାୟଣୀ 👌
********
Tags:
Horoscope