କଇଁଛ ଚୋରାଚାଲାଣ ବେଳେ ବନବିଭାଗ କଲା ଚଢ଼ାଉ। ଉଦ୍ଧାର ହେଲା ୮୦ରୁ ଉର୍ଦ୍ଧ୍ବ କଇଁଛ।

କଇଁଛ ଚୋରାଚାଲାଣ ବେଳେ ବନବିଭାଗ କଲା ଚଢ଼ାଉ। ଉଦ୍ଧାର ହେଲା ୮୦ରୁ ଉର୍ଦ୍ଧ୍ବ କଇଁଛ। 

କଇଁଛ ଚୋରାଚାଲାଣ ବେଳେ ବନବିଭାଗ କଲା ଚଢ଼ାଉ। ଉଦ୍ଧାର ହେଲା ୮୦ରୁ ଉର୍ଦ୍ଧ୍ବ କଇଁଛ।  କଇଁଛ ଚୋରାଚାଲାଣ ବେଳେ ବନବିଭାଗ କଲା ଚଢ଼ାଉ। ଉଦ୍ଧାର ହେଲା ୮୦ରୁ ଉର୍ଦ୍ଧ୍ବ କଇଁଛ।   ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ ପକ୍ଷରୁ ଗୁରୁବାର ରାତ୍ରରେ ଜଣେ କଇଁଛ ବ୍ୟବସାୟୀ କଇଁଛ ଚୋରା ଚାଲାଣ କରୁଥିବା ନେଇ କୌଣସି ପ୍ରକାରେ ଖବର ପାଇଥିଲା। ଖବର ପାଇ ତୁରନ୍ତ ଝରିଗାଁ ବନ ବିଭାଗ ତରଫରୁ ରେଞ୍ଜର ମୁକୁନ୍ଦ ଦିଶାରୀ,ଫରେଷ୍ଟର ହରେଲାଲ ନିହାଲ, ରାଜୁ ମଣ୍ଡଳ ପ୍ରମୁଖ ସହ ଅନ୍ୟ କର୍ମଚାରୀ ମାନେ ଚଚା ପଂଚାୟତର ଭେଜିଗୁଡା ଛକରେ ଜଗିଥିଲେ। ସେହି ରାସ୍ତା ଦେଇ ଜଣେ ଅସାଧୁ ବ୍ୟବସାୟୀ ରାତ୍ର ୧୦ ଘଣ୍ଟା ସମୟରେ ଗାଡ଼ି ନମ୍ବର ସିଜି ୦୪ ସିଟି ୧୬୯୭ ବାଇକ ଯୋଗେ କଇଁଛ ଚରାଚାଲାଣ କରୁଥିବା ବେଳେ ବନ ବିଭାଗ ଚଢ଼ାଉ କରିଥିଲା।  ତେବେ କଇଁଛ ଉଦ୍ଧାର ହୋଇଥିବା ବେଳେ ବ୍ୟବସାୟୀ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛି। ତେବେ ଚଢ଼ାଉ କରି ୮୦ରୁ ଉର୍ଦ୍ଧ କଇଁଛ ଉଦ୍ଧାର କରି ଝରିଗାଁ ବନ ବିଭାଗ ସମସ୍ତ କଇଁଛକୁ କାର୍ଯ୍ୟାଳୟକୁ ଆଣି ସୁରକ୍ଷିତ ଭାବେ ରଖାଯାଇଛି ଏବଂ ସମସ୍ତ କଇଁଛ ସୁସ୍ଥ ଥିବା ଖବର ମିଳିଛି |


ନବରଙ୍ଗପୁର : 27/06/2021(ବ୍ୟୁରୋ ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ ପକ୍ଷରୁ ଗୁରୁବାର ରାତ୍ରରେ ଜଣେ କଇଁଛ ବ୍ୟବସାୟୀ କଇଁଛ ଚୋରା ଚାଲାଣ କରୁଥିବା ନେଇ କୌଣସି ପ୍ରକାରେ ଖବର ପାଇଥିଲା। ଖବର ପାଇ ତୁରନ୍ତ ଝରିଗାଁ ବନ ବିଭାଗ ତରଫରୁ ରେଞ୍ଜର ମୁକୁନ୍ଦ ଦିଶାରୀ,ଫରେଷ୍ଟର ହରେଲାଲ ନିହାଲ, ରାଜୁ ମଣ୍ଡଳ ପ୍ରମୁଖ ସହ ଅନ୍ୟ କର୍ମଚାରୀ ମାନେ ଚଚା ପଂଚାୟତର ଭେଜିଗୁଡା ଛକରେ ଜଗିଥିଲେ। ସେହି ରାସ୍ତା ଦେଇ ଜଣେ ଅସାଧୁ ବ୍ୟବସାୟୀ ରାତ୍ର ୧୦ ଘଣ୍ଟା ସମୟରେ ଗାଡ଼ି ନମ୍ବର ସିଜି ୦୪ ସିଟି ୧୬୯୭ ବାଇକ ଯୋଗେ କଇଁଛ ଚରାଚାଲାଣ କରୁଥିବା ବେଳେ ବନ ବିଭାଗ ଚଢ଼ାଉ କରିଥିଲା।


ତେବେ କଇଁଛ ଉଦ୍ଧାର ହୋଇଥିବା ବେଳେ ବ୍ୟବସାୟୀ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛି। ତେବେ ଚଢ଼ାଉ କରି ୮୦ରୁ ଉର୍ଦ୍ଧ କଇଁଛ ଉଦ୍ଧାର କରି ଝରିଗାଁ ବନ ବିଭାଗ ସମସ୍ତ କଇଁଛକୁ କାର୍ଯ୍ୟାଳୟକୁ ଆଣି ସୁରକ୍ଷିତ ଭାବେ ରଖାଯାଇଛି ଏବଂ ସମସ୍ତ କଇଁଛ ସୁସ୍ଥ ଥିବା ଖବର ମିଳିଛି |

Post a Comment

Please Select Embedded Mode To Show The Comment System.*

Previous Post Next Post