ନରେନ୍ଦ୍ରପୁର ନିକଟରେ ସଡ଼କ ଦୁର୍ଘଟଣା !

 ନରେନ୍ଦ୍ରପୁର ନିକଟରେ ସଡ଼କ ଦୁର୍ଘଟଣା

 

କେନ୍ଦ୍ରାପଡ଼ା : 25/02/2021:( ରିପୋର୍ଟ :ପ୍ରତୀକ ମିଶ୍ର) : କେଦ୍ରାପଡ଼ା ଅସୁରେଶ୍ୱର ତରତଗଡା ନିକଟରେ OD07W8855 ନମ୍ବର ଟ୍ରକ  ନରେନ୍ଦ୍ର ପୁର ନିକଟର ଗୋଟିଏ  ହିରୋ ବାଇକକୁ କାଲି ସନ୍ଧ୍ୟା ସାଢେ ପାଞ୍ଚଟାରେ ଧକ୍କା ଦେଇଥିଲା | ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଛିଟିକି ପଡିବାରୁ ତାଙ୍କ ପିଠିରେ ଆଘାତ ଲାଗିଥିଲା ଓ ସାଙ୍ଗେ ସାଙ୍ଗେ ତାଙ୍କୁ ନିକଟସ୍ତ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି | କିନ୍ତୁ ଟ୍ରକ ଚକା ତଳେ ବାଇକଟି ଦୀର୍ଘ ସମୟ ଧରି ଚାପି ହୋଇ ରହିଛି | ସ୍ଥାନୀୟ ପୋଲିସ ଖବର ପାଇ ପହଂଚି ଲୋକଙ୍କ ସହାୟତାରେ  ଉଦ୍ଧାର କାର୍ଯ୍ୟ ରେ ଲାଗିଛନ୍ତି | 



Post a Comment

Please Select Embedded Mode To Show The Comment System.*

Previous Post Next Post