ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (18/05/2021/ ମଙ୍ଗଳବାର)

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (18/05/2021/ ମଙ୍ଗଳବାର)

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (18/05/2021/ ମଙ୍ଗଳବାର)


💐 *ଆଜିର ଦିନଟି* 💐
               ------------------
   (  ଜୟ ଶ୍ରୀଜଗନ୍ନାଥ  ,ଶୁଭ ସକାଳ )
              ------ ----- -------
   ----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:---
                 -------------
ବୃଷ ଦି୪ନ, ବୈଶାଖ ଶୁକ୍କପକ୍ଷ ଷଷ୍ଠୀ ଯୁକ୍ତ ସପ୍ତମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୧୮ରିଖ ,ମଙ୍ଗଳବାର ।ଅଦ୍ୟ ରାମାନୁଜ ଜୟନ୍ତୀ ।
            ------ ----- ------
ସୂର୍ଯ୍ୟୋଦୟ ପ୍ରାଘ୫/୧୧/୧୫ଗ ,
ସୂର୍ଯ୍ୟାସ୍ତ  ସଂଘ ୬/୧୪/୫୯ଗ ।
             ------ ---- ------
ଷଷ୍ଠୀ  ଦିଘ୧୨/୩୬,
ପୁଷ୍ୟା  ଦିଘ୨/୫୮,
କର୍କଟଚନ୍ଦ୍ର  ଅହୋରାତ୍ର,
ବୃଦ୍ଧି  ରାଘ୨/୧୮,
ତୈତିଳ ଦିଘ୧୨/୩୬ଗ,
ଗର ରାଘ ୧୨/୫୦ ।
              -----------------
ଯାତ୍ରା :--ଯୋଗିନୀ ପଶ୍ଚିମେ ,ଦିଘ୧୨/୩୬
          ଗତେ ବାୟବ୍ୟେ । ଅତଃ ପଶ୍ଚିମେ 
       ଓ ଦକ୍ଷିଣେ ଏବଂ ଗତେ ବାୟବ୍ୟେ ଓ 
         ପଶ୍ଚିମେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମକର ରାଶିର,
ଘାତଚନ୍ଦ୍ର :--ନାସ୍ତି,
ରଜଶ୍ଚକ୍ରେ :--ସନ୍ତାନ ରହିତା,
ପୁଷ୍କରଦୋଷ :--ମୃତେ ପା୧ଦ,ଦିଘ୧୨/
            ୩୬ମି ଗତେ ପା୨ଦ ।
ଶୁଭକର୍ମ :--ନାସ୍ତି,
ଭକ୍ଷଣ ନିଷେଧ :--ପିତାଦ୍ରବ୍ୟ ,ଦିଘ୧୨/
            ୩୬ମି ଗତେ ପା୨ଦ ।
ଶ୍ରାଦ୍ଧ :--ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀ
          ପାର୍ବଣ ଶ୍ରାଦ୍ଧ ।
             ----- ---- ----
ଅମୃତବେଳା :--ଦିଘ୮/୪୯ଗ ଘ୧୧/୧୭
ବାରବେଳା :--ଦିଘ୧/୨୧ଗ ଘ୩/୦ମ,
କାଳବେଳା :--ପ୍ରାଘ୬/୪୯ଗ ଘ୮/୨୭ମ
ମାହେନ୍ଦ୍ରବେଳା :--ରାଘ୪/୨୭ଗ 
                    ନିଘ ୫/୧୦ମ ।
କାଳରାତ୍ରୀ :--ରାଘ୧/୫ଗ ଘ୨/୨୭ମ ।
            ---------------
*ଆଜିର ସଂକ୍ଷିପ୍ତ ରାଶିଫଳ*
    ****************
ମେଷରାଶିର :--ଶାରୀରିକ ଓ ମାନସିକ 
             ପୀଡା ଓ ବିବାଦ,
ବୃଷ :--ଧନଦ୍ରବ୍ୟ ଲାଭ,
ମିଥୁନ :--ବ୍ୟୟବୃଦ୍ଧି,
କର୍କଟ :--ଆୟାଧିକ ଓ ପ୍ରଶଂସିତ,
ସିଂହ :--ସ୍ୱାସ୍ଥ୍ୟ ଓ ଧନହାନି,
କନ୍ୟା :--ଧନ ଓ ଯଶବୃଦ୍ଧି,
ତୁଳା :--କର୍ମେ ଖୁସି,
ବିଛା :--ଦଣ୍ଡଭୟ ଓ ଅନୁଶୋଚନା,
ଧନୁ :--ଦୁର୍ଘଟଣା ,ଆଘାତ ,ଧନକ୍ଷୟ,
ମକର :--ସ୍ନେହ ସଂପର୍କ ବୃଦ୍ଧି,
କୁମ୍ଭ :--କାର୍ଯ୍ୟଭାର ଓ ଆୟବୃଦ୍ଧି ,
ମୀନ :--ପାରିବାରିକ ଚିନ୍ତିତ ଓ ବନ୍ଧୁହାନି ,
     (  ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।)
          ----------------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
        --------:-କୁରାଳ -:---------
   💐 ଜୟ ଶ୍ରୀବଜରଙ୍ଗିବଲୀ 💐
          👌 ଜୟ ମା'ମଙ୍ଗଳା👌
                 ********

Post a Comment

Please Select Embedded Mode To Show The Comment System.*

Previous Post Next Post