ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଆହତ !
ଦଶପଲ୍ଲା : 14/05/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ, ବାଣିଗୋଛା ଓ କାମିଟି ପଂଗା ମଧ୍ୟସ୍ଥଳରେ ଘଟିଛି ଏକ ସଡକ ଦୁର୍ଘଟଣା । ସୂଚନା ଅନୁସାରେ, କୁଜାମେଣ୍ଢି ଗ୍ରାମ ଫଚାୟତ ଅନ୍ତର୍ଗତ ସରୁପଡା ଗ୍ରାମର ଶିକ୍ଷକ ବିପ୍ର ଚରଣ ଜାନୀ ଓ ବାଣିଗୋଛା ଥାନାର ଗ୍ରମରକ୍ଷୀ ପଦ୍ମଚରଣ ନାୟକକଂ ମଧ୍ୟରେ ପରପ୍ପର ର ମୋଟର୍ ସାଇକେଲ ସାମ୍ନା ସାମ୍ନି ଧକ୍କା ହେବାଯୋଗୁଁ
, ଦୁଇ ବାଇକ୍ ଆରୋହି ଗୁରୁତ୍ତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକମାନେ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଣିଗୋଛା ମେଡିକାଲ , ପରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ଶିକ୍ଷକ ବିପ୍ର ଚରଣ ଜାନୀ କଂର ସ୍ବାସ୍ଥ୍ୟ ଗୁରୁତ୍ତର ହେବାରୁ, ତାକୁଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ଼ କୁ ସ୍ଥାନାନ୍ତରିତ କରାଯାଇଛି । ଏହି ସ୍ଥାନରେ ବାରମ୍ବାର ସଡକ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ଘଟୁଥିବାବେଳେ , ପ୍ରଶାସନ ଏହି ସ୍ଥାନକୁ ଆକ୍ସିଡେଣ୍ଟ ଜୋନ୍ ଘୋଷଣା କରିବାକୁ ସର୍ବ ସାଧାରଣରେ ଦାବୀ ହେଉଛି ।