ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାତ୍ୟା ପରର ସମୀକ୍ଷା ବୈଠକ !

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାତ୍ୟା ପରର ସମୀକ୍ଷା ବୈଠକ !

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାତ୍ୟା ପରର ସମୀକ୍ଷା ବୈଠକ !


ଭଦ୍ରକ 30/05/2921(ରିପୋର୍ଟ : ସମୀର ମହାନ୍ତି): ସମବାୟ ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ବାତ୍ୟା ୟାସ୍ ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି।
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାତ୍ୟା ପରର ସମୀକ୍ଷା ବୈଠକ !

ଏହି ବୈଠକରେ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ,ଧାମନଗର,ମାନ୍ୟବର ବିଧାୟକ,ଭଦ୍ରକ,ଅଧ୍ୟକ୍ଷ,ଜିଲ୍ଲା ପରିଷଦ, ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉପସ୍ଥିତ ଥିଲେ।ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମଧ୍ୟ ଏହି ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ।
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାତ୍ୟା ପରର ସମୀକ୍ଷା ବୈଠକ !

ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତି ଅଗ୍ରାଧିକାର ଭିତ୍ତିରେ ଭରଣା କରି ତୁରନ୍ତ ସବିଶେଷ ବିବରଣୀ ପ୍ରଦାନ କରିବାକୁ ଓ ପୂର୍ବ ସ୍ଥତାବସ୍ଥା ବଜାୟ ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ |
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାତ୍ୟା ପରର ସମୀକ୍ଷା ବୈଠକ !

Post a Comment

Please Select Embedded Mode To Show The Comment System.*

Previous Post Next Post