ମୃତ୍ୟୁ ସହିତ ଲଢୁଛନ୍ତି ନୟାଗଡ଼ର କରୋନା ଯୋଦ୍ଧା ଶୁଭଶ୍ରୀ : ସହାୟତା ପାଇଁ ଆକୁଳ ନିବେଦନ କଲେ ପରିବାର !

 ମୃତ୍ୟୁ ସହିତ ଲଢୁଛନ୍ତି ନୟାଗଡ଼ର କରୋନା ଯୋଦ୍ଧା ଶୁଭଶ୍ରୀ : 
ସହାୟତା ପାଇଁ ଆକୁଳ ନିବେଦନ କଲେ ପରିବାର !

ମୃତ୍ୟୁ ସହିତ ଲଢୁଛନ୍ତି ନୟାଗଡ଼ର କରୋନା ଯୋଦ୍ଧା ଶୁଭଶ୍ରୀ :  ସହାୟତା ପାଇଁ ଆକୁଳ ନିବେଦନ କଲେ ପରିବାର ! ମୃତ୍ୟୁ ସହିତ ଲଢୁଛନ୍ତି ନୟାଗଡ଼ର କରୋନା ଯୋଦ୍ଧା ଶୁଭଶ୍ରୀ :  ସହାୟତା ପାଇଁ ଆକୁଳ ନିବେଦନ କଲେ ପରିବାର !   ନୟାଗଡ ଜିଲ୍ଲା ରଣପୁରର ଝିଅ ଶୁଭଶ୍ରୀ ସ୍ୱାଇଁ | ଦଶପଲ୍ଲା ସରକାରୀ ନର୍ସିଙ୍ଗ ସ୍କୁଲରୁ ପାଠ ପଢା ସାରି ନୟାଗଡ ଜିଲ୍ଲାରେ କୋଭିଡ କେୟାର ରେ ଗତବର୍ଷ ନିଯୁକ୍ତି ପାଇଥିଲେ | ଜଣେ କୋଭିଡ ଯୋଦ୍ଧା ହୋଇ କରୋନା ଆକ୍ରାନ୍ତଙ୍କୁ ସେବା କରିଛନ୍ତି | କିନ୍ତୁ ଭାଗ୍ୟର ବିଡମ୍ବନା ହେତୁ ସେ ଆଜି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି | ସେ ଏବେ ଭୁବନେଶ୍ୱର AIIMS ରେ ଚିକିତ୍ସିତ ହେଉଛନ୍ତି |ଗତ ଏକ ବର୍ଷରୁ ସେ କିଡ଼ନୀ ଫେଲରେ ପୀଡିତ | ପରିବାର ସୂତ୍ରରୁ ପ୍ରକାଶ ଯେ ଆଜି ପର୍ଯ୍ୟନ୍ତ ପ୍ରାୟ 4ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି | ତାଙ୍କୁ ଏବେ ସପ୍ତାହରେ ଦୁଇଥର ଡାଏଲିସିସ କରାଯାଉଛି |କିଡ଼ନୀ ଡାଏଲିସିସ ଏବଂ ଔଷଧ ପାଇଁ ମାସକୁ 20, 000ଟଙ୍କା ଦରକାର |ତାଙ୍କ ପିତା ଜଣେ କୃଷକ ଏବଂ ତାଙ୍କ ପରିବାରରେ ଅନ୍ୟ ରୋଜଗାରର ଉତ୍ସ ନାହିଁ |      ଶୁଭଶ୍ରୀଙ୍କର କିଡ଼ନୀ ପ୍ରତିରୋପଣ ପାଇଁ 15ଲକ୍ଷ ଟଙ୍କା ଆବଶ୍ୟକ | ଏଥିପାଇଁ ତାଙ୍କ ପରିବାର କଟକ SCB ମେଡିକାଲ ସହିତ ଆଲୋଚନା କରିଛନ୍ତି | ଅଗଷ୍ଟ 20ତାରିଖ ସୁଦ୍ଧା ତାଙ୍କୁ ଏହି ଟଙ୍କା ଜମା କରିବାକୁ ପଡିବ |    ସଞ୍ଚୟ ଏବଂ ଋଣ ଆଣିସେମାନେ ଏପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କରିସାରିଛନ୍ତି , ଏବଂ ବର୍ତ୍ତମାନ ଏହି ଚିକିତ୍ସା ଖର୍ଚ୍ଚ ପୂରଣ କରିବା ପାଇଁ ତାଙ୍କ ପରିବାର ଟଙ୍କା ସଂଗ୍ରହ କରିବାରେ ସକ୍ଷମ ନୁହଁନ୍ତି |  ତେଣୁ ଶୁଭଶ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଆପଣଙ୍କ ସାହାଯ୍ୟ ପାଇଁ ତାଙ୍କ ଭାଇ ଅନୁରୋଧ କରୁଛନ୍ତି |  ଯଦି ଆପଣମାନେ ସାହାଯ୍ୟ କରିବାକୁ ଚାହାଁନ୍ତି, ତାହାହେଲେ ତଳେ ଦିଆଯାଇଥିବା ମୋବାଇଲ ନମ୍ବର ସହିତ ଯୋଗାଯୋଗ କରନ୍ତୁ...  ତାଙ୍କ ଭାଇଙ୍କ ନମ୍ବର :8249746449


ରଣପୁର : 26/06/2021(ରିପୋର୍ଟ : ରଂଜିତ ପ୍ରଧାନ) : ନୟାଗଡ ଜିଲ୍ଲା ରଣପୁରର ଝିଅ ଶୁଭଶ୍ରୀ ସ୍ୱାଇଁ | ଦଶପଲ୍ଲା ସରକାରୀ ନର୍ସିଙ୍ଗ ସ୍କୁଲରୁ ପାଠ ପଢା ସାରି ନୟାଗଡ ଜିଲ୍ଲାରେ କୋଭିଡ କେୟାର ରେ ଗତବର୍ଷ ନିଯୁକ୍ତି ପାଇଥିଲେ | ଜଣେ କୋଭିଡ ଯୋଦ୍ଧା ହୋଇ କରୋନା ଆକ୍ରାନ୍ତଙ୍କୁ ସେବା କରିଛନ୍ତି | କିନ୍ତୁ ଭାଗ୍ୟର ବିଡମ୍ବନା ହେତୁ ସେ ଆଜି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି | ସେ ଏବେ ଭୁବନେଶ୍ୱର AIIMS ରେ ଚିକିତ୍ସିତ ହେଉଛନ୍ତି |ଗତ ଏକ ବର୍ଷରୁ ସେ କିଡ଼ନୀ ଫେଲରେ ପୀଡିତ | ପରିବାର ସୂତ୍ରରୁ ପ୍ରକାଶ ଯେ ଆଜି ପର୍ଯ୍ୟନ୍ତ ପ୍ରାୟ 4ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି | ତାଙ୍କୁ ଏବେ ସପ୍ତାହରେ ଦୁଇଥର ଡାଏଲିସିସ କରାଯାଉଛି |କିଡ଼ନୀ ଡାଏଲିସିସ ଏବଂ ଔଷଧ ପାଇଁ ମାସକୁ 20, 000ଟଙ୍କା ଦରକାର |ତାଙ୍କ ପିତା ଜଣେ କୃଷକ ଏବଂ ତାଙ୍କ ପରିବାରରେ ଅନ୍ୟ ରୋଜଗାରର ଉତ୍ସ ନାହିଁ | 
    ଶୁଭଶ୍ରୀଙ୍କର କିଡ଼ନୀ ପ୍ରତିରୋପଣ ପାଇଁ 15ଲକ୍ଷ ଟଙ୍କା ଆବଶ୍ୟକ | ଏଥିପାଇଁ ତାଙ୍କ ପରିବାର କଟକ SCB ମେଡିକାଲ ସହିତ ଆଲୋଚନା କରିଛନ୍ତି | ଅଗଷ୍ଟ 20ତାରିଖ ସୁଦ୍ଧା ତାଙ୍କୁ ଏହି ଟଙ୍କା ଜମା କରିବାକୁ ପଡିବ |

  ସଞ୍ଚୟ ଏବଂ ଋଣ ଆଣିସେମାନେ ଏପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କରିସାରିଛନ୍ତି , ଏବଂ ବର୍ତ୍ତମାନ ଏହି ଚିକିତ୍ସା ଖର୍ଚ୍ଚ ପୂରଣ କରିବା ପାଇଁ ତାଙ୍କ ପରିବାର ଟଙ୍କା ସଂଗ୍ରହ କରିବାରେ ସକ୍ଷମ ନୁହଁନ୍ତି |  ତେଣୁ ଶୁଭଶ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଆପଣଙ୍କ ସାହାଯ୍ୟ ପାଇଁ ତାଙ୍କ ଭାଇ ଅନୁରୋଧ କରୁଛନ୍ତି |  ଯଦି ଆପଣମାନେ ସାହାଯ୍ୟ କରିବାକୁ ଚାହାଁନ୍ତି, ତାହାହେଲେ ତଳେ ଦିଆଯାଇଥିବା ମୋବାଇଲ ନମ୍ବର ସହିତ ଯୋଗାଯୋଗ କରନ୍ତୁ... 
ତାଙ୍କ ଭାଇଙ୍କ ନମ୍ବର :8249746449

Post a Comment

Please Select Embedded Mode To Show The Comment System.*

Previous Post Next Post