ଅନନ୍ୟା ଫାଉଣ୍ଡେସନ ଆନୁକୂଲ୍ୟରେ ଭାପୁର ଅଞ୍ଚଳରେ ମାସ୍କ ବଣ୍ଟନ !


ଅନନ୍ୟା ଫାଉଣ୍ଡେସନ ଆନୁକୂଲ୍ୟରେ ଭାପୁର ଅଞ୍ଚଳରେ ମାସ୍କ ବଣ୍ଟନ ! 

ଅନନ୍ୟା ଫାଉଣ୍ଡେସନ ଆନୁକୂଲ୍ୟରେ ଭାପୁର ଅଞ୍ଚଳରେ ମାସ୍କ ବଣ୍ଟନ !  ନୟାଗଡ : 08/06


ନୟାଗଡ : 08/06/2021(ବ୍ୟୁରୋ ): ଅନନ୍ୟା ଫାଉଣ୍ଡେସନ ଆନୁକୂଲ୍ୟରେ ଭାପୁର ଅଞ୍ଚଳରେ ମାସ୍କ ବଣ୍ଟନ କରାଯାଇଛି | 
ଆଜି ଭାପୁରର ଟାଙ୍ଗିସାହି, ଦୁର୍ଗାପୁର, ଭାଲୁ ଖାଈ, ମାନପୁର, ଭାପୁର, ସଅରସାହି ଅଞ୍ଚଳରେ ପାଖପାଖି 1500 ମାସ୍କ ବଣ୍ଟା ଯାଇଥିଲା ଓ କରୋନା ସଚେତନତା କରାଯାଇଥିଲା।

ଏ କାର୍ଯ୍ୟକ୍ରମ ଅନନ୍ୟା ଫାଉଣ୍ଡେସନ, ଆଦର୍ଶବାଦୀ ୟଙ୍ଗ ଷ୍ଟାର କ୍ଳବ ଓ ତାରିଣୀ ସେବା ସଂଗଠନର ମିଳିତ ସହାୟତାରେ କରା ଯାଇଥିଲା। 


ଏ କାର୍ଯ୍ୟକ୍ରମରେ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଶୁତୋଷ ଦାସ, ସନ୍ତୋଷ କୁମାର ପ୍ରଧାନ; ଆଦର୍ଶବାଦୀ ୟଙ୍ଗ ଷ୍ଟାର କ୍ଳବ ତରଫରୁ ମନୋରଞ୍ଜନ ମହାରଣା, ସରୋଜ ସାହୁ, ସତ୍ୟବ୍ରତ ମହାରଣା,

ରାଜକିଶୋର ପରିଡ଼ା ଓ ତାରିଣୀ ସେବା ସଂଗଠନ ତରଫରୁ ଜନାର୍ଦ୍ଦନ ପ୍ରମୁଖ ଯୋଗ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରା ଯାଇଛି |


Post a Comment

Please Select Embedded Mode To Show The Comment System.*

Previous Post Next Post