ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 16/06/2021, ବୁଧବାର
💐 *ଆଜିର ଦିନଟି*💐
-----------------
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
--------
----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
-------- ---------
ମିଥୁନ ଦି୨ନ, ଜ୍ୟେଷ୍ଠ ଶୁକ୍କପକ୍ଷ ଷଷ୍ଠୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୧୬ରିଖ ,ବୁଧବାର ।ଅଦ୍ୟ ଶୀତଳ ଷଷ୍ଠୀ,ଶିବପାର୍ବତୀଙ୍କ ନଗର ପରିକ୍ରମା ।
------- ----- ------
ସୂର୍ଯ୍ୟୋଦୟ ପ୍ରାଘ୫/୮/୫୯,
ସୂର୍ଯ୍ୟାସ୍ତ ସଂଘ୬/୨୫/୩୨,
------- ---- -----
ଷଷ୍ଠୀ ରାଘ୧୦/୪୯,
ମଘା ରାଘ୧୦/୧୭,
ସିଂହ ଅହୋରାତ୍ର,
ହର୍ଷଣ ଦିଘ୮/୧୦,
କୈ।ଳବ ଦିଘ୧୦/୫୯ଗ,
ତୈତିଳ ରାଘ ୧୦/୪୯ ।
------ ---- ------
ଯାତ୍ରା :--ଯୋଗିନୀ ପଶ୍ଚିମେ ।ଅତଃ ପଶ୍ଚିମେ ଓ ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--କର୍କଟ ରାଶିର,
ଘାତଚନ୍ଦ୍ର :--କର୍କଟ ଓ ମକର ରାଶିଦ୍ୱୟର,
ରଜଶ୍ଚକ୍ରେ :--କନ୍ୟା ସୈ।ଭାଗିନୀ,
ଭକ୍ଷଣ ନିଷେଧ :--ପିତାଦ୍ରବ୍ୟ,
ପୁଷ୍କରଦୋଷ :-- ରା୧୦/୪୯ଗ ପା୧ଦ,
ଶୁଭକର୍ମ :--ନାସ୍ତି,
ଶ୍ରାଦ୍ଧ :--ଷଷ୍ଠର ଏକୋଦ୍ଦିଷ୍ଟ ପାର୍ବଣ ,
---------------
ଅମୃତବେଳା :--ଦିଘ୭/୪୯ଗ ଘ୯/୩୫ମ
ବାରବେଳା :--ଦିଘ୧୧/୪୮ଗ ଘ୧/୨୭,
କାଳବେଳା :--ଦିଘ୮/୨୯ଗ ଘ୧୦/୮ମ,
ମାହେନ୍ଦ୍ରବେଳା :--ପ୍ରାଘ୬/୨ଗ ଘ୭/୪୯
କାଳରାତ୍ରି :--ରାଘ୨/୨୯ଗ ଘ୩/୪୯ମ
------ ---- ----
*ଆଜିର ସଂ.ରାଶିଫଳ*
***********
ମେଷରାଶିର :--କାର୍ଯ୍ୟେ ଅସଫଳ,
ବୃଷ :--ଶରୀର ପୀଡା ଓ ଋଣଗ୍ରସ୍ତ,
ମିଥୁନ :--ଧନଦ୍ରବ୍ୟ ପ୍ରାପ୍ତ ,
କର୍କଟ :--ବ୍ୟୟବୃଦ୍ଧି ଓ ଅପନିନ୍ଦା ,
ସିଂହ :--ଶ୍ରୀଲାଭ , କର୍ମେ ସଫଳତା,
କନ୍ୟା :--ସ୍ୱାସ୍ଥ୍ୟ ଓ ମାନସିକ ପୀଡା,
ତୁଳା :--ଆୟାଧିକ ,ଭ୍ରମଣ ଯୋଗ,
ବିଛା :--ମାନସମ୍ମାନ ବୃଦ୍ଧି, କାର୍ଯ୍ୟ ସଫଳ,
ଧନୁ :--ରାଜଦଣ୍ଡ ,ବ୍ୟୟବୃଦ୍ଧି, ଅଶାନ୍ତି,
ମକର :--ଆଘାତ, ଚୋରି ଭୟ, ଅପବ୍ୟୟ
କୁମ୍ଭ :--ସାହାଯ୍ୟ ଓ ସହଯୋଗ ପ୍ରାପ୍ତ,
ମୀନ :--ବନ୍ଧୁ ଦର୍ଶନ, ସୈ।ଖପ୍ରାପ୍ତ ।
( ମହାଦଶାଫଳ ଅନୁସାରେ ମଧ୍ୟ କିଛି କିଛି ଆଜିର ରାଶିଫଳରେ ପରିବର୍ତ୍ତନ ହୋଇପାରେ ।)
--------------
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
------::: କୁରାଳ :::------
******
💐 ଜୟ ଶ୍ରୀଗଣନାଥ 💐
👌ଜୟ ମା'ପାର୍ବତୀ ଦେବୀ👌
-------/------
Tags:
Horoscope