ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 19/06/2021, ଶନିବାର


ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 19/06/2021, ଶନିବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 19/06/2021, ଶନିବାର  ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 19/06/2021, ଶନିବାର   💐 *ଆଜିର ଦିନଟି* 💐             ---------------------     (  ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )               ------ ----- ------   -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:---                ------ ----- ----- ----- ମିଥୁନ ଦି୫ନ,ଜ୍ୟେଷ୍ଠ ଶୁକ୍କପକ୍ଷ ନବମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ ତା୧୯ ରିଖ ,ଶନିବାର ।            ----- ---- ---- ---- ସୂର୍ଯ୍ୟୋଦୟ ପ୍ରାଘ୫/୯/୩୦, ସୂର୍ଯ୍ୟାସ୍ତ ସଂଘ୬/୨୬/୧୭,               ------- ------ ନବମୀ ସଂଘ୬/୪୯, ହସ୍ତା ରାଘ୮/୩୧, କନ୍ୟାଚନ୍ଦ୍ର ଅହୋରାତ୍ର,  ବରୀୟାନ ରାଘ୧୨/୭, ବାଳବ ଦିଘ୭/୫୦, କୈ।ଳବ ସଂଘ୬/୪୯ ,            -------------  ଯାତ୍ରା:--ଯୋଗିନୀ ପୂର୍ବେ । ସଂଘ୬/୪୯ମ      ପୂର୍ବେ ଓ ଉତ୍ତରେ ଯାତ୍ରା ଶୁଭ ଯୋଗାଏ । ଘାତବାର :--ବୃଷ, ମିଥୁନ ଓ କନ୍ୟା                     ରାଶିତ୍ରୟର, ଘାତଚନ୍ଦ୍ର :--ବୃଷରାଶିର, ରଜଶ୍ଚକ୍ରେ :--କନ୍ୟା ସୈ।ଭାଗିନୀ, ରାଘ         ୮/୩୧ଗ ବିପୁତ୍ରା । ଶୁଭକର୍ମ :--ଅଦ୍ୟ ହସ୍ତା  ଓ ଚିତ୍ରା ନକ୍ଷତ୍ରେ            ବିବାହ ପାଣିଗ୍ରହଣ , ଭକ୍ଷଣ ନିଷେଧ :--ଲାଉ , ପୁଷ୍କରଦୋଷ :--,ମୃତେ ପା୧ଦ, ଶ୍ରାଦ୍ଧ :--ନବମୀର ଏକୋଦିଷ୍ଟ ପାର୍ବଣ ।               ---------- ------ --- ଅମୃତବେଳା :--ଦିଘ୮/୪୨ଗ ଦିଘ୧୨/                ୧୫ମ, କାଳବେଳା :--ପ୍ରାଘ୬/୫୦ମ, ବାରବେଳା :--ଦିଘ୧/୨୮ଗ ଘ୩/୮ମ, ମାହେନ୍ଦ୍ରବେଳା :-ପ୍ରାଘ୬/୩ମ, କାଳରାତ୍ରି :--ସଂଘ୬/୨୭ଗ ଘ୭/୪୭ମ ।                ----- ---- -----     *ଆଜିର ସଂକ୍ଷିପ୍ତ ରାଶିଫଳ*                ----- ---- ----- ମେଷରାଶିର :--ଆୟାଧିକ ଓ ସୈ।ଖପ୍ରାପ୍ତ, ବୃଷ :--କାର୍ଯ୍ୟେ ବିଘ୍ନ ଓ କ୍ଳେଶ ବୃଦ୍ଧି, ମିଥୁନ :--ଶାରୀରିକ ପୀଡା ଓ ଋଣଗ୍ରସ୍ତ, କର୍କଟ :--ଧନଦ୍ରବ୍ୟ ଓ ସ୍ୱାସ୍ଥ୍ୟ ଉନ୍ନତି, ସିଂହ :--ବ୍ୟୟବୃଦ୍ଧି ଓ ଅଶାନ୍ତି, କନ୍ୟା :--ଧନ,ଆଭୂଷଣ ଓ ସମ୍ମାନ ପ୍ରାପ୍ତ, ତୁଳା :--ସ୍ୱାସ୍ଥ୍ୟ ହାନି ଓ ଧନନାଶ, ବିଛା :--ସୁସମ୍ବାଦ ପ୍ରାପ୍ତ ଓ ଧନ ବୃଦ୍ଧି, ଧନୁ :--ସ୍ୱକର୍ମେ ଖୁସି ଓ ପଦୋନ୍ନତି, ମକର :--ଶାରୀରିକ ଦଣ୍ଡଭୟ, କୁମ୍ଭ :--ଆଘାତ ,ପୀଡା ଓ ଧନକ୍ଷୟ, ମୀନ :--ସୁସଂପର୍କ,ସହଯୋଗ ଓ ଆୟବୃଦ୍ଧି     ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶଫଳରେ କିଛି ପରିବର୍ତ୍ତନ ହୋଇପାରେ ।)        ---- ---- ---- ---- ---- ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।      -----: କୁରାଳ :---              -------    💐  ଜୟ ଶ୍ରୀଶନିଶ୍ଚରଦେବ 💐        👌 ଜୟ ମା'ଦକ୍ଷିଣକାଳୀ 👌                -----------------




💐 *ଆଜିର ଦିନଟି* 💐
            ---------------------
    (  ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
              ------ ----- ------
  -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:---
               ------ ----- ----- -----
ମିଥୁନ ଦି୫ନ,ଜ୍ୟେଷ୍ଠ ଶୁକ୍କପକ୍ଷ ନବମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ ତା୧୯ ରିଖ ,ଶନିବାର ।
           ----- ---- ---- ----
ସୂର୍ଯ୍ୟୋଦୟ ପ୍ରାଘ୫/୯/୩୦,
ସୂର୍ଯ୍ୟାସ୍ତ ସଂଘ୬/୨୬/୧୭,
              ------- ------
ନବମୀ ସଂଘ୬/୪୯,
ହସ୍ତା ରାଘ୮/୩୧,
କନ୍ୟାଚନ୍ଦ୍ର ଅହୋରାତ୍ର, 
ବରୀୟାନ ରାଘ୧୨/୭,
ବାଳବ ଦିଘ୭/୫୦,
କୈ।ଳବ ସଂଘ୬/୪୯ ,
           -------------
 ଯାତ୍ରା:--ଯୋଗିନୀ ପୂର୍ବେ । ସଂଘ୬/୪୯ମ
     ପୂର୍ବେ ଓ ଉତ୍ତରେ ଯାତ୍ରା ଶୁଭ ଯୋଗାଏ ।
ଘାତବାର :--ବୃଷ, ମିଥୁନ ଓ କନ୍ୟା
                    ରାଶିତ୍ରୟର,
ଘାତଚନ୍ଦ୍ର :--ବୃଷରାଶିର,
ରଜଶ୍ଚକ୍ରେ :--କନ୍ୟା ସୈ।ଭାଗିନୀ, ରାଘ
        ୮/୩୧ଗ ବିପୁତ୍ରା ।
ଶୁଭକର୍ମ :--ଅଦ୍ୟ ହସ୍ତା  ଓ ଚିତ୍ରା ନକ୍ଷତ୍ରେ
           ବିବାହ ପାଣିଗ୍ରହଣ ,
ଭକ୍ଷଣ ନିଷେଧ :--ଲାଉ ,
ପୁଷ୍କରଦୋଷ :--,ମୃତେ ପା୧ଦ,
ଶ୍ରାଦ୍ଧ :--ନବମୀର ଏକୋଦିଷ୍ଟ ପାର୍ବଣ ।
              ---------- ------ ---
ଅମୃତବେଳା :--ଦିଘ୮/୪୨ଗ ଦିଘ୧୨/
               ୧୫ମ,
କାଳବେଳା :--ପ୍ରାଘ୬/୫୦ମ,
ବାରବେଳା :--ଦିଘ୧/୨୮ଗ ଘ୩/୮ମ,
ମାହେନ୍ଦ୍ରବେଳା :-ପ୍ରାଘ୬/୩ମ,
କାଳରାତ୍ରି :--ସଂଘ୬/୨୭ଗ ଘ୭/୪୭ମ ।
               ----- ---- -----
    *ଆଜିର ସଂକ୍ଷିପ୍ତ ରାଶିଫଳ*
               ----- ---- -----
ମେଷରାଶିର :--ଆୟାଧିକ ଓ ସୈ।ଖପ୍ରାପ୍ତ,
ବୃଷ :--କାର୍ଯ୍ୟେ ବିଘ୍ନ ଓ କ୍ଳେଶ ବୃଦ୍ଧି,
ମିଥୁନ :--ଶାରୀରିକ ପୀଡା ଓ ଋଣଗ୍ରସ୍ତ,
କର୍କଟ :--ଧନଦ୍ରବ୍ୟ ଓ ସ୍ୱାସ୍ଥ୍ୟ ଉନ୍ନତି,
ସିଂହ :--ବ୍ୟୟବୃଦ୍ଧି ଓ ଅଶାନ୍ତି,
କନ୍ୟା :--ଧନ,ଆଭୂଷଣ ଓ ସମ୍ମାନ ପ୍ରାପ୍ତ,
ତୁଳା :--ସ୍ୱାସ୍ଥ୍ୟ ହାନି ଓ ଧନନାଶ,
ବିଛା :--ସୁସମ୍ବାଦ ପ୍ରାପ୍ତ ଓ ଧନ ବୃଦ୍ଧି,
ଧନୁ :--ସ୍ୱକର୍ମେ ଖୁସି ଓ ପଦୋନ୍ନତି,
ମକର :--ଶାରୀରିକ ଦଣ୍ଡଭୟ,
କୁମ୍ଭ :--ଆଘାତ ,ପୀଡା ଓ ଧନକ୍ଷୟ,
ମୀନ :--ସୁସଂପର୍କ,ସହଯୋଗ ଓ ଆୟବୃଦ୍ଧି
    ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
       ---- ---- ---- ---- ----
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
     -----: କୁରାଳ :---
             -------
   💐  ଜୟ ଶ୍ରୀଶନିଶ୍ଚରଦେବ 💐
       👌 ଜୟ ମା'ଦକ୍ଷିଣକାଳୀ 👌
               -----------------

Post a Comment

Please Select Embedded Mode To Show The Comment System.*

Previous Post Next Post