ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 20/06/2021, ରବିବାର
💐 *ଆଜିର ଦିନଟ*💐
**********
( ଜୟ ଶ୍ରୀଜଗନ୍ନାଥ ଓ ଶୁଭ ସକାଳ)
------ ----- ------
----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
-----– ------
ମିଥୁନ ଦି୬ନ, ଜ୍ୟେଷ୍ଠ ଶୁକ୍କପକ୍ଷ ଦଶମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୦ରିଖ ,ରବିବାର ।
ଅଦ୍ୟ ପବିତ୍ର ଗଙ୍ଗା ଦଶହରା ସ୍ନାନ ,ସେତୁବନ୍ଧ ପ୍ରତିଷ୍ଠା ଦିବସ ଓ ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ।
----- ----- -----
ସୂର୍ଯ୍ୟୋଦୟ ପ୍ରାଘ୫/୯/୪୧,
ସୂର୍ଯ୍ୟାସ୍ତ ସଂଘ୬/୨୬/୨୯ ।
---- --- ----
ଦଶମୀ ଦିଘ୪/୨୫,
ଚିତ୍ରା ସଂଘ୬/୫୨,
କନ୍ୟାଚନ୍ଦ୍ର ଦିଘ୭/୪୫,
ପରିଘ ରାଘ୯/୧,
ତୈତିଳ ପ୍ରାଘ୫/୪୦ଗ,
ଗର ଦିଘ୪/୨୫ଗ
ବାଣିଜ୍ୟ ରାଘ୩/୩ ।
------------
ଯାତ୍ରା :--ଯୋଗିନୀ ଉତ୍ତରେ ,ଦିଘ୪/୨୫
ଗତେ ଆଗ୍ନେୟେ ।ଅତଃ ଉତ୍ତରେ
ଓ ପଶ୍ଚିମେ ଏବଂ ଗତେ ଆଗ୍ନେୟେ ଓ
ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମେଷରାଶିର,
ଘାତଚନ୍ଦ୍ର :--ବୃଷରାଶିର,
ରଜଶ୍ଚକ୍ରେ :--କନ୍ୟା ବିପୂତ୍ରା,
ଭକ୍ଷଣ ନିଷେଧ :--କଳମ୍ବି ଶାଗ ,ଦିଘ୪/୨୫ ଗତେ ଶିମ୍ବିକା,
ଶୁଭକର୍ମ :--ଚିତ୍ରା ଓ ସ୍ୱାତୀ ନକ୍ଷତ୍ରେ
ବିବାହ ପାଣିଗ୍ରହଣ,
ପୁଷ୍କରଦୋଷ :--ମୃତେ ପା୧ଦ,
ଶ୍ରାଦ୍ଧ :--ଦଶମୀର ଏକୋଦିଷ୍ଟ ପାର୍ବଣ ।
---–- ---- -----
ଅମୃତବେଳା :--ଦିଘ୭/୪୯ମ,
ବାର ଓ କାଳବେଳା :--ଦିଘ୧୦/୯ଗ
ଦିଘ୧/୨୮ମ,
ମାହେନ୍ଦ୍ରବେଳା :--ଦିଘ୩/୪୭ଗ
ଦିଘ୪/୪୧ମ,
କାଳରାତ୍ରି :--ରାଘ୧/୯ଗ ଘ୧୨/୩୦ମ,
------ ---- ----
*ଆଜିର ସଂ.ରାଶିଫଳ*
********
ମେଷରାଶିର :--ଅର୍ଥ ଓ ସହଯୋଗ ପ୍ରାପ୍ତ,
ବୃଷ :--କାର୍ଯ୍ୟେ ବିଜୟ,
ମିଥୁନ :--ଶରୀର ପୀଡା ଓ ଚିନ୍ତିତ,
କର୍କଟ :--ଦ୍ରବ୍ୟପ୍ରାପ୍ତ ,କିନ୍ତୁ ବ୍ୟୟବୃଦ୍ଧି,
ସିଂହ :-ଧନବ୍ୟୟ ,ମାତ୍ର ଆଭୂଷଣ ପ୍ରାପ୍ତ,
କନ୍ୟା :--ଶ୍ରୀଲାଭ ଓ ସମ୍ମାନିତ,
ତୁଳା :--ସ୍ୱାସ୍ଥ୍ୟ ହାନି ଓ ବ୍ୟୟବୃଦ୍ଧି,
ବିଛା :--ଅନୁଚିନ୍ତା ଓ ଆୟାଧିକ,
ଧନୁ :--କର୍ମେ ଖୁସି,
ମକର :--ଆଘାତ ଓ ଚିନ୍ତିତ,
କୁମ୍ଭ :--ସହଯୋଗ ପ୍ରାପ୍ତ ,
ମୀନ :--କର୍ମେ ଖୁସି ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।)
------ --- -----
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
-----: କୁରାଳ:----
------------
💐 ଜୟ ଶ୍ରୀରବିନାରାୟଣ 💐
👌 ଜୟ ମା' ମାତଙ୍ଗୀ 👌
**********
Tags:
Horoscope