ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 22/06/2021, ମଙ୍ଗଳବାର
💐 *ଆଜିର ଦିନଟି* 💐
-----------------
( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
------- ----- --------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :----
----- ---- ----- ----
ମିଥୁନ ଦି୮ନ, ଜ୍ୟେଷ୍ଠ ଶୁକ୍କପକ୍ଷ ଦ୍ୱାଦଶୀ ଯୁକ୍ତ ତ୍ରୟୋଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୨ରିଖ ,ମଙ୍ଗଳବାର ।
ଅଦ୍ୟ ଚମ୍ପକ ଦ୍ୱାଦଶୀ ,ଶିବ ପ୍ରଦୋଷ ବ୍ରତ।
----- ---- ------
ସୂର୍ଯ୍ୟୋଦୟ ପ୍ରାଘ୫/୧୦/୫,
ସୂର୍ଯ୍ୟାସ୍ତ ସଂଘ୬/୨୬/୫୪,
----- ---- -----
ଦ୍ୱାଦଶୀ ଦିଘ୧୦/୨୫,
ବିଶାଖା ଦିଘ୨/୨୫,
ତୁଳାଚନ୍ଦ୍ର ଦିଘ୯/୨,
ସିଦ୍ଧି ଦିଘ୧/୫୪,
ବାଳବ ଦିଘ୧୦/୨୫ଗ,
କୈ।ଳବ ରାଘ୮/୪୫ ।
----- ---- ---- -----
ଯାତ୍ରା :--ଯୋଗିନୀ ନୈରୁତେ, ଦିଘ୧୦/୨୫ଗ ଦକ୍ଷିଣେ ।ଅତଃ ନୈରୁତେ ଓ ଦକ୍ଷିଣେ ଏବଂ ଗତେ ଦକ୍ଷିଣେ ଓ ପୂର୍ବେ
ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମକରରାଶିର,
ଘାତଚନ୍ଦ୍ର :--ନାସ୍ତି,
ରଜଶ୍ଚକ୍ରେ :--ବିପୁତ୍ରା ,ଦିଘ୨/୨୫ଗ
ପୁତ୍ରିଣୀ,
ଶୁଭକର୍ମ :--ଦିଘ୨/୨୫ଗ ଅନୁରାଧା
ନକ୍ଷତ୍ରେ ବିବାହ ପାଣିଗ୍ରହଣ,
ପୁଷ୍କରଦୋଷ :--ମୃତେ ପା୩ଦ,ଦିଘ୧୦/
୨୫ଗ ପା୨ଦ,ଦିଘ୨/୨୫ଗ
ପା୧ଦ ଦୋଷ ,
ଭକ୍ଷଣ ନିଷେଧ :--ପୋଇ ଓ ଦିଘ୧୦/୨୫
ଗତେ ବାଇଗଣ ,
ଶ୍ରାଦ୍ଧ :--ତ୍ରୟୋଦଶୀର ଏକୋଦିଷ୍ଟ ପାର୍ବଣ।
------ ---- ----
ଅମୃତବେଳା :--ଦିଘ୮/୪୫ଗ ଘ୧୧/୨୨,
ବାରବେଳା :--ଦିଘ୧/୨୯ଗ ଘ୩/୮ମ,
କାଳବେଳା :--ପ୍ରାଘ୬/୫୦ଗ ଘ୮/୩୦,
ମାହେନ୍ଦ୍ରବେଳା :--ରାଘ୪/୨୮ଗ
ନିଘ୫/୧୦ମ,
କାଳରାତ୍ରି :--ରାଘ୧/୧୦ଗ ଘ୨/୩୦ମ,
----------
*ଆଜିର ରାଶିଫଳ*
**********
ମେଷରାଶିର :---ସାହାଯ୍ୟ ଓ ସହଯୋଗ
ପ୍ରାପ୍ତ,
ବୃଷ :--ଧନଲାଭ,
ମିଥୁନ :--କାର୍ଯ୍ୟେ ବାଧା,
କର୍କଟ :--ଶାରୀରିକ ପୀଡା,
ସିଂହ :--ଦ୍ରବ୍ୟପ୍ରାପ୍ତ,
କନ୍ୟା :--ଅପବ୍ୟୟ,
ତୁଳା :--ଶାନ୍ତିପ୍ରଦ ଓ ସୈ।ଖପ୍ରାପ୍ତ,
ବିଛା :--ସ୍ୱାସ୍ଥ୍ୟ ଓ ବନ୍ଧୁହାନି
ଧନୁ :--ସାମାନ୍ୟ ଆୟ,
ମକର :--କର୍ମେ ଉନ୍ନତି ଓ ବଂଧୁଲାଭ,
କୁମ୍ଭ :--ରାଜଦଣ୍ଡ ଭୟ ଓ ଅସୋନ୍ତଷ,
ମୀନ :--ଆଘାତ ,ଧନନାଶ ଓ କାର୍ଯ୍ୟେ
ବାଧାପ୍ରାପ୍ତ ,
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରବର୍ତ୍ତନ ହୋଇପାରେ।)
------------
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
-----: କୁରାଳ :---
💐 ଜୟ ଶ୍ରୀବଜରଙ୍ଗିବଲୀ 💐
👌ଜୟ ମା ' ମଙ୍ଗଳା 👌
--------------
Tags:
Horoscope