ଗଞ୍ଜାମ ଓ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କଲେ "ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ" ପରିବାର !

ଗଞ୍ଜାମ ଓ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କଲେ "ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ" ପରିବାର !

ଆଜି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଗଞ୍ଜାମ(ଓଡିଶା)ପରିବାର ତରଫରୁ ଚତୃଦଶ (14) ଦିନର ରନ୍ଧା ଖାଦ୍ୟ ସହିତ ସୁଖୀଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି | ଜଗନ୍ନାଥ ପ୍ରସାଦ ସହିତ କାଦୁଆ ଅଞ୍ଚଳ ଭିତରେ ଥିବା କିଛି ମାନସିକ ବିକୃତ ବ୍ୟକ୍ତି ବିଶେଷ ବାହାରଝୋଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀ  ଓ ଆମ୍ବୁଲାସ ଡ୍ରାଇବର ଭାଇମାନେ & ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀ ମାଆ ମାନେ ଓ ଆମର କୋଭିଡି ଯୋଦ୍ଧା ଆଶାକର୍ମୀ ଦିଦି ସହିତ ଓଡଗାଁ ଅଞ୍ଚଳରେ ଥିବା ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ସହିତ ଦିନ ମଜୁରିଆ ଓ ଅସହାୟ ବ୍ୟକ୍ତିମାନଙ୍କୁ ପରିବାର ସଦସ୍ୟମାନେ ଖାଦ୍ୟ ବଣ୍ଟନ କରିଛନ୍ତି | ଏହା ସହିତ ଓଡଗାଁ ଅଞ୍ଚଳର ଜଣେ ମହାନ ସହୃଦୟବାନ ବ୍ୟକ୍ତି ସ୍ୱଗର୍ତ୍ତ ଶଶୀଭୂଷଣ ସାରଙ୍କ ଜରାଶ୍ରମ ରେ ଥିବା ବୃଦ୍ଧା ବାପା ମାଆ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ସହିତ ସୁଖୀଲା ଖାଦ୍ୟ ଓ ମାସ୍କ ବଣ୍ଟନ ର କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି

Ads
ନୟାଗଡ : 11/06/2021(ବ୍ୟୁରୋ): ଆଜି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଗଞ୍ଜାମ(ଓଡିଶା)ପରିବାର ତରଫରୁ ଚତୃଦଶ (14) ଦିନର ରନ୍ଧା ଖାଦ୍ୟ ସହିତ ସୁଖୀଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି | ଜଗନ୍ନାଥ ପ୍ରସାଦ ସହିତ କାଦୁଆ ଅଞ୍ଚଳ ଭିତରେ ଥିବା କିଛି ମାନସିକ ବିକୃତ ବ୍ୟକ୍ତି ବିଶେଷ ବାହାରଝୋଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀ  ଓ ଆମ୍ବୁଲାସ ଡ୍ରାଇବର ଭାଇମାନେ & ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀ ମାଆ ମାନେ ଓ ଆମର କୋଭିଡି ଯୋଦ୍ଧା ଆଶାକର୍ମୀ ଦିଦି ସହିତ ଓଡଗାଁ ଅଞ୍ଚଳରେ ଥିବା ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ସହିତ ଦିନ ମଜୁରିଆ ଓ ଅସହାୟ ବ୍ୟକ୍ତିମାନଙ୍କୁ ପରିବାର ସଦସ୍ୟମାନେ ଖାଦ୍ୟ ବଣ୍ଟନ କରିଛନ୍ତି | 

ଏହା ସହିତ ଓଡଗାଁ ଅଞ୍ଚଳର ଜଣେ ମହାନ ସହୃଦୟବାନ ବ୍ୟକ୍ତି ସ୍ୱଗର୍ତ୍ତ ଶଶୀଭୂଷଣ ସାରଙ୍କ ଜରାଶ୍ରମ ରେ ଥିବା ବୃଦ୍ଧା ବାପା ମାଆ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ସହିତ ସୁଖୀଲା ଖାଦ୍ୟ ଓ ମାସ୍କ ବଣ୍ଟନ ର କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି | 

     ଆଜିର ସମସ୍ତ ଖର୍ଚ୍ଚ ଗଞ୍ଜାମ ଜିଲ୍ଲା ଯାତ୍ରା ଗ୍ରାମର କର୍ତ୍ତବ୍ୟ ନିଷ୍ଟ ଧର୍ମପରାୟଣ ମହିଳା ଶ୍ରୀମତି ପୁଷ୍ପାଞ୍ଜଳି ପଟ୍ଟନାୟକ ଅନୁଷ୍ଠାନକୁ ପ୍ରଦାନ କରିଥିଲେ | ସେହି ସହୃଦୟ ମହିଳାଙ୍କୁ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅଭିନନ୍ଦନ ଜଣାଇଛନ୍ତି |

      "ସଂଗଠନ କୁ ସମସ୍ତ ପ୍ରକାର ରାସନ ସାମଗ୍ରୀ ସାହାଯ୍ୟ କରି ବହୁତ ବଡ଼ ପୁଣ୍ୟ କାମ ଗୋଟିଏ କରିଛନ୍ତି | ଠାକୁରେ ଆପଣଙ୍କ ସହିତ ଆପଣଙ୍କ ପୁରା ପରିବାର କୁ ସଦାସର୍ବଦା ହସ ଖୁସି ରେ ରଖିବା ସହିତ ସବୁବେଳ ପାଇଁ ଏମିତି ଦୁଃଖୀ ରଙ୍କି ଲୋକମାନ ଙ୍କ ହସ ଖୁସି ର କାରଣ ହୋଇ ରହିବା ପାଇଁ ଅନୁମତି ଦିଅନ୍ତୁ |ଶେଷରେ ଆପଣ ଙ୍କ ଠାରୁ ଆମ ସଙ୍ଗଠନ ଗଠନ ର ସମସ୍ତ ସଦସ୍ୟ ଭାଇମାନେ ଆଶା ରଖୁଛନ୍ତି, ଆପଣ ଏମିତି ଆମ ସହିତ ଯୋଡି ହୋଇ ରହିବା ସାଙ୍ଗରେ ଆଗକୁ ଦୁଃଖୀ ରଙ୍କି ଲୋକ ମାନଙ୍କ ପାଇଁ ସାହାଯ୍ୟ ସହଯୋଗ ର ହାତ ବଢ଼େଇବେ |"
     
       ସଂଗଠନ ର ଏଭଳି ସାମାଜିକ କାର୍ଯ୍ୟକୁ ଅଞ୍ଚଳବାସୀ ବହୁତ ପ୍ରଶଂସା କରଛନ୍ତି |

Post a Comment

Please Select Embedded Mode To Show The Comment System.*

Previous Post Next Post