ଭଦ୍ରକ ଭଣ୍ଡାରିପୋଖରୀ ରୁ ଗୋରୁ ବୋଝେଇ ଗାଡି ଜବତ !

ଭଦ୍ରକ ଭଣ୍ଡାରିପୋଖରୀ ରୁ ଗୋରୁ ବୋଝେଇ ଗାଡି ଜବତ !

ଭଦ୍ରକ ଭଣ୍ଡାରିପୋଖରୀ ରୁ ଗୋରୁ ବୋଝେଇ ଗାଡି ଜବତ ! ଭଦ୍ରକ ଭଣ୍ଡାରିପୋଖରୀ ରୁ ଗୋରୁ ବୋଝେଇ ଗାଡି ଜବତ !   ଭଦ୍ରକ, ଭଣ୍ଡାରିପୋଖରୀ : 21/06/2021(ରିପୋର୍ଟ :ସମୀର ମହାନ୍ତି): ଭଦ୍ରକ ରେ ବଢିଚାଲିଛି ବେଆଇନ ଗୋରୁ ଚାଲାଣ। ମଣିଷ ଯେଉଁ ଗୋମାତା କ୍ଷୀର ପିଇ ଆଜି ସଶକ୍ତି ଭାବେ ଜୀବନ ନିର୍ବାହ କରୁଛି। କେଇଟା ପଇସା ପାଇଁ ସେହି ଗୋମାତା କୁ ବିକିବାରୁ ଅଟକୁ ନାହିଁ। ବେଆଇନ ଭାବେ ବଢିଚାଲିଥିବା ଗୋରୁ ଗାଡି ଭଦ୍ରକ ଜିଲ୍ଲାରେ ନିତିଦିନିଆ କଥା ସାଜିଛି। ଆଜି ପୁଣି ୧୬ ନଂ ଜାତୀୟ ରାଜପଥର ଡାହାଲା ଛକ ନିକଟରୁ ସ୍ଥାନୀୟ ପୁଲିସ ପାଟ୍ରୋଲିଂ ଦଳ ଗୋଟିଏ ଗୋରୁ ବୋଝେଇ ଗାଡି ଗତ ଶନିବାର ରାତ୍ରରେ ଜବତ କରିଛି । ପିପିଲିରୁ କୋଲକୋତା ବେଆଇନ ଗୋରୁ ପରିବହନ କରୁଥିବା ଓଡି ୧୩ ସି ୪୧୯୦ନଂ ପିକ୍ ଅପ ଭ୍ୟାନକୁ ଶନିବାର ରାତ୍ର ପ୍ରାୟ ୧୧ଟା ବେଳେ ଏଏସଆଇ ରତିକାନ୍ତ ଦାଶ, ସନ୍ତୋଷ ସେଠୀ, ପଅଦୀପ ଜେନା ପ୍ରମୁଖ ପୁଲିସ ଦଳ ଜବତ କରିଥିଲା । ଏଥିରେ ଥିବା ଚଉଦଟି ଗୋରୁକୁ ମଇତାପୁର ଗୋଶାଳାକୁ ପଠାଯାଇଛି । ଏଏସଆଇ ଶ୍ରୀ ଦାଶଙ୍କ ଏତାଲା କ୍ରମେ ୧୯୭/୨୧ ନଂ ମାମଲା ଋଜୁ କରାଯାଇ ଚାଳକ ଓ ହେଲପରକୁ ଗିରଫ କରାଯାଇଛି । ଆଜିର ଗିରଫ୍ ସିନା ସମ୍ଭବ ହୋଇପାରିଛି। କିନ୍ତୁ ଦେଖାଯାଉ ପ୍ରତେକ ଦିନ ବଢୁଥିବା ଗୋରୁ ଚାଲାଣ କୁ ରୋକିବା କୁ ପ୍ରଶାସନ କେଉଁ କେଉଁ ପଦକ୍ଷପ ନେଉଛି। ତାହା ଆଜି ସମସ୍ତ ଙ୍କ ମନରେ ପ୍ରଶ୍ନ !


ଭଦ୍ରକ, ଭଣ୍ଡାରିପୋଖରୀ : 21/06/2021(ରିପୋର୍ଟ :ସମୀର ମହାନ୍ତି): ଭଦ୍ରକ ରେ ବଢିଚାଲିଛି ବେଆଇନ ଗୋରୁ ଚାଲାଣ। ମଣିଷ ଯେଉଁ ଗୋମାତା କ୍ଷୀର ପିଇ ଆଜି ସଶକ୍ତି ଭାବେ ଜୀବନ ନିର୍ବାହ କରୁଛି। କେଇଟା ପଇସା ପାଇଁ ସେହି ଗୋମାତା କୁ ବିକିବାରୁ ଅଟକୁ ନାହିଁ। ବେଆଇନ ଭାବେ ବଢିଚାଲିଥିବା ଗୋରୁ ଗାଡି ଭଦ୍ରକ ଜିଲ୍ଲାରେ ନିତିଦିନିଆ କଥା ସାଜିଛି। ଆଜି ପୁଣି ୧୬ ନଂ ଜାତୀୟ ରାଜପଥର ଡାହାଲା ଛକ ନିକଟରୁ ସ୍ଥାନୀୟ ପୁଲିସ ପାଟ୍ରୋଲିଂ ଦଳ ଗୋଟିଏ ଗୋରୁ ବୋଝେଇ ଗାଡି ଗତ ଶନିବାର ରାତ୍ରରେ ଜବତ କରିଛି । ପିପିଲିରୁ କୋଲକୋତା ବେଆଇନ ଗୋରୁ ପରିବହନ କରୁଥିବା ଓଡି ୧୩ ସି ୪୧୯୦ନଂ ପିକ୍ ଅପ ଭ୍ୟାନକୁ ଶନିବାର ରାତ୍ର ପ୍ରାୟ ୧୧ଟା ବେଳେ ଏଏସଆଇ ରତିକାନ୍ତ ଦାଶ, ସନ୍ତୋଷ ସେଠୀ, ପଅଦୀପ ଜେନା ପ୍ରମୁଖ ପୁଲିସ ଦଳ ଜବତ କରିଥିଲା । ଏଥିରେ ଥିବା ଚଉଦଟି ଗୋରୁକୁ ମଇତାପୁର ଗୋଶାଳାକୁ ପଠାଯାଇଛି । ଏଏସଆଇ ଶ୍ରୀ ଦାଶଙ୍କ ଏତାଲା କ୍ରମେ ୧୯୭/୨୧ ନଂ ମାମଲା ଋଜୁ କରାଯାଇ ଚାଳକ ଓ ହେଲପରକୁ ଗିରଫ କରାଯାଇଛି । ଆଜିର ଗିରଫ୍ ସିନା ସମ୍ଭବ ହୋଇପାରିଛି। କିନ୍ତୁ ଦେଖାଯାଉ ପ୍ରତେକ ଦିନ ବଢୁଥିବା ଗୋରୁ ଚାଲାଣ କୁ ରୋକିବା କୁ ପ୍ରଶାସନ କେଉଁ କେଉଁ ପଦକ୍ଷପ ନେଉଛି। ତାହା ଆଜି ସମସ୍ତ ଙ୍କ ମନରେ ପ୍ରଶ୍ନ !

Post a Comment

Please Select Embedded Mode To Show The Comment System.*

Previous Post Next Post