ପଂଚାୟତ ରାଜ ମନ୍ତ୍ରୀ ଙ୍କ ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟ କୁ ତୋରାନିତ କଲେ ନିଶ୍ଚିନ୍ତ କୋଇଲି ବ୍ଲକ ଉପସଭାପତି ଅଶୋକ କୁମାର ଓଝା

ନିଶ୍ଚିନ୍ତକୋଇଲି : 15/06/2021(ବ୍ୟୁରୋ ):  ମାହାଙ୍ଗା ବିଧାୟକ ତଥା ପଂଚାୟତ ରlଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା କରୋନା ମହାମାରୀ ସମୟ ରେ ରାସନ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି | ଏହି ପରିପେକ୍ଷୀରେ କଟିକଟା ପଂଚାୟତ ର ଅଟୋ ଓ ଟ୍ରଲ୍ଲୀ ଚlଳକ ସଙ୍ଘ ର 60  ରୁ ଅଧିକ ଚlଳକଙ୍କୁ ରାସନ ବଣ୍ଟଯାଇଥିଲା |
ଏଥିରେ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ  ନିଶ୍ଚିନ୍ତ କୋଇଲି ର ସୁଖ ଦୁଃଖର ସାଥି ବ୍ଲକ ଉପସଭାପତି ଅଶୋକ କୁମାର ଓଝା,  26 ନଂ. ଜୋନ ସଭାପତି ଜୋତିପ୍ରକାଶ ସ୍ୱାଇଁ,କଟିକାଟା ସରପଞ୍ଚ ପ୍ରତିନିଧି ପ୍ରଫୁଲ ପଣ୍ଡା,ବଜାର ବିବସୀୟୀ ସଙ୍ଘ ର ସଭାପତି ସଞ୍ଜୟ ବାରିକ ପ୍ରମୁଖ ଯୋଗ ଦେଇ ରାସନ ବଣ୍ଟନ କରିଥିଲେ |
ତେବେ ଏହିଭଳି ସମ୍ବେଦନ ଶିଳ ସମୟରେ ଏ ମହତ କାମ କୁ ସବୁ ମହଲରେ ପ୍ରସଂସା କରାଯାଇଛି |.

Post a Comment

Please Select Embedded Mode To Show The Comment System.*

Previous Post Next Post