ବାଲିଗୁଡା ବିଧାୟକ ଉଦଘାଟନ କଲେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ନୁତନ ଚକ୍ଷୁ ଚିକିତ୍ସା ଗୃହ ଏବଂ କରୋନା ସଚେତନତା ରଥ !

ବାଲିଗୁଡା ବିଧାୟକ ଉଦଘାଟନ କଲେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ନୁତନ ଚକ୍ଷୁ ଚିକିତ୍ସା ଗୃହ ଏବଂ କରୋନା ସଚେତନତା ରଥ !

ବାଲିଗୁଡା ବିଧାୟକ ଉଦଘାଟନ କଲେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ନୁତନ ଚକ୍ଷୁ ଚିକିତ୍ସା ଗୃହ ଏବଂ କରୋନା ସଚେତନତା ରଥ !


ବାଲିଗୁଡା : 13/06/2021(ମିହିର କାନ୍ତ ମିଶ୍ର ): କନ୍ଧମାଳ  ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ଆଜି 12ଘଣ୍ଟା ସମୟରେ ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହ୍ନର ଙ୍କ ଦ୍ୱାରା ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଥିବା ବଗିଚା ମଧ୍ୟରେ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କରିଥିଲେ | ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ  ଚିକିତ୍ସା କେନ୍ଦ୍ର ର  ନୂତନ ଗୃହ ଉଦଘାଟନ କରିଥିଲେ | ଏହା ପରେ ଶାନ୍ତିମୟତ୍ରୀ ଅନୁଷ୍ଠା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁକୋରନା କିଟି ଦେବାନିମନ୍ତେ ଆୟଜନ ପ୍ରଗ୍ରାମ ରେ ମୁଖ୍ୟ ଅତିଥି ଭାବେଯୋଗ ଦେଇ ବିଧାୟକ ଚକ୍ରମଣି କହଁର ସ୍ବାସ୍ଥ୍ୟ କର୍ମୀମାନଙ୍କୁ କିଟି ଦେଇ ସନମାନଜଣାଇ  ,ତୁମୁଡିବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ  କରନା ସଚେତନତା ଉଧେଶ୍ୟ ରେ ଏକ ରଥ କୋଭିଡି ମୁକ୍ତ ଅଞ୍ଚଳ ନିମନ୍ତେ ଆମର ପ୍ରୟାସ କୁ ସବୁଜ ପତାକା ଦେଖେଇ ଉଦଘାଟନ କରିଥିଲେ | ଏହି ଉଦଘାଟନି କାର୍ଯ୍ୟକ୍ରମ ଉତ୍ସବରେ ତୁମୁଡ଼ିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରୋମଦ ସାହୁ, M L A ପ୍ରତିନିଧି ଶ୍ୟାମସୁନ୍ଦର ବଡ଼ସେଠ ତୁମୁଡ଼ିବନ୍ଧ ବ୍ଲକ ଅଧକ୍ଷ,  ବିଡ଼ିଓ ରୀନା ପ୍ରଧାନ, ତହସିଲଦାର,  ଏମ.ଅନୁରାଧା,ମଲିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀDR ଅଭିଷେକ ନାୟକ  ଉପସ୍ଥିତ ରହିଥିବା ବେଳେ ରଥ କୁ ପରିଚାଳନା କରିଥିବା ଏକା ଧିକ ସ୍ବେଛାସେବୀ ଅନୁଷ୍ଠାନ ଉପସ୍ଥିତ ରହିବା ସହ  ତୁମୁଡ଼ିବନ୍ଧ ବିଜେଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ | ଏହି ଉତ୍ସବ ରେ ବିଧାୟକଶ୍ରୀ କଂହର କିଭଳି ଗ୍ରାମାଞ୍ଚଳରେ କରୋନା କବଳରୁ ସୁରକ୍ଷିତ ରହିବେ ଏହିସବୁ ଦିଗରେ ବିଶେଷ ଧ୍ୟାନ ଦେବାପାଇଁ କରୋନା ରଥରେ ରହିଥିବା ସ୍ଵଛସେବୀ ଅନୁଷ୍ଠାନ କୁ ଉକ୍ତି ବଢିଥିଲେ ।

Post a Comment

Please Select Embedded Mode To Show The Comment System.*

Previous Post Next Post