ଆଜିର ରାଶିଫଳ ଓ ସଂକ୍ଷିପ୍ତ ପଞ୍ଚାଙ୍ଗ |12/05/2021(ବୁଧବାର)
💐*ଆଜିର ଦିନଟି* 💐
------------------
( ଜୟ ଜଗନ୍ନାଥ ,ଶୁଭ ସକାଳ )
---------------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :---
---------
ମେଷ ଦି୨୯,ବୈଶାଖ ଶୁକ୍କପକ୍ଷ ପ୍ରତିପଦା , ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୧୨ରିଖ ,ବୁଧବାର ।
--------
ସୂର୍ଯ୍ୟୋଦୟ ପ୍ରାଘ୫/୧୩/୨୮,
ସୂର୍ଯ୍ୟାସ୍ତ ସଂଘ୬/୧୨/୩୪ଗ ।
----- ---- -----
ପ୍ରତିପଦା ରାଘ୩/୯,
କୃତ୍ତିକା ରାଘ୨/୪୨,
ମେଷଚନ୍ଦ୍ର ପ୍ରାଘ୬/୨୧,
ଶୋଭନ ରାଘ୧୧/୪୯,
କିସ୍ତୁଘ୍ନ ଦିଘ୧/୫୧ଗ,
ବବ ରାଘ୩/୯ ।
---------
ଯାତ୍ରା :--ଯୋଗିନୀ ପୂର୍ବେ ।ଅତଃ ପୂର୍ବେ ଓ ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--କର୍କଟ ରାଶିର,
ଘାତଚନ୍ଦ୍ର :--ମେଷରାଶିର,
ରଜଶ୍ଚକ୍ରେ :-କନ୍ୟା ଶ୍ରୀସଂପନ୍ନା,
ପୁଷ୍କରଦୋଷ :--ମୃତେ ପା୧ଦ,
ଶୁଭକର୍ମ :--ରାଘ୨/୪୨ଗ ରୋହିଣୀ
ନକ୍ଷତ୍ରେ ବିବାହ ପାଣିଗ୍ରହଣ,
ଶ୍ରାଦ୍ଧ :--ପ୍ରତିପଦାର ଏକୋଦିଷ୍ଟ ପାର୍ବଣ।
-------
ଅମୃତବେଳା :--ପ୍ରାଘ୬/୫୭ଗ ଘ୮/୪୧ମ
ବାରବେଳା :--ଦିଘ୧୧/୪୩ଗ ଘ୧/୨୦ମ
କାଳବେଳା :--ଦିଘ୮/୪୧ଗ ଘ୧୦/୬ମ,
ମାହେନ୍ଦ୍ରବେଳା :--ଦିଘ୩/୩୭ଗ ଘ୪/୨୯
କାଳରାତ୍ରୀ :--ରାଘ୨/୨୯ଗ ଘ୩/୫୨ମ ।
--------
*ଆଜିର ରାଶିଫଳ*
***********
ମେଷରାଶିର :--ଧନବ୍ୟୟ ଓ ଚିନ୍ତାବୃଦ୍ଧି,
ବୃଷ :--ଶ୍ରୀଲାଭ ଓ ମନ ସନ୍ତୋଷ ଭାବ,
ମିଥୁନ :--ସ୍ୱାସ୍ଥ୍ୟ ଓ ଧନକ୍ଷୟ,
କର୍କଟ :--ଆୟାଧିକ ,
ସିଂହ :--କର୍ମେ ଖୁସି ,କିନ୍ତୁ ମନଦ୍ୱନ୍ଦ,
କନ୍ୟା :--ଦଣ୍ଡଭୟ ଓ ଅଶାନ୍ତି,
ତୁଳା :--ଆଘାତ ,ବ୍ୟୟବୃଦ୍ଧି,
ବିଛା :--ସାହାଯ୍ୟ ସହଯୋଗ ବୃଦ୍ଧି,
ଧନୁ :--ସୈ।ଖପ୍ରାପ୍ତ ,ଧନବୃଦ୍ଧି,
ମକର :--କାର୍ଯ୍ୟେ ଅସଫଳ ,ବିବାଦ,
କୁମ୍ଭ :--ଶରୀର ପୀଡା ଓ ଅର୍ଥାଭାବ,
ମୀନ :--ଧନଦ୍ରବ୍ୟ ଲାଭ ଓ ବଂଧୁ ଯୋଗ ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।)
-------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
-----: କୁରାଳ :---
💐ଜୟ ଶ୍ରୀଗଣନାଥ 💐
**********
Tags:
Horoscope