ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧନ୍ୟବାଦ ଜଣାଇଲେ ନୟାଗଡ ଜିଲ୍ଲପାଳ !
ନୟାଗଡ : 16/05/2021(ନ. ଖ. ବ୍ୟୁରୋ): ନୟାଗଡ ଜିଲ୍ଲାରେ କରୋନା ମହାମାରୀର କ୍ରୋଧ ବଢିବା ସହିତ ଗୋଟିଏ ପରେ ଗୋଟିଏ ଗାଁ କଣ୍ଟନମେଣ୍ଟ ଘୋଷଣା ହେଉଛି | ଏହା ସହିତ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ ଦିନକୁ ଦିନ ଚାଲୁଛି | ଏହି ଭାବନା ଏବେ କେବଳ ସହରରେ ସୀମିତ ହୋଇନାହିଁ, ପ୍ରତି ଗାଁ' ରେ ମଧ୍ୟ କରୋନା ମହାମାରୀର ଭୟାବହତା ଦେଖାଯାଇଛି | ଭାପୁର ବ୍ଲକ ର " ଗୋପୀନାଥ ଜୀୟୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ " ପେଣ୍ଡାମିକ ସମୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଘର ଘର ବୁଲି ଲୋକଙ୍କୁ ବାର୍ତ୍ତା ବାଣ୍ଟିଥିଲେ | ମାସ୍କ, ପରିମଳ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇ ଗ୍ରାମ ସମ୍ପ୍ରଦାୟ ମଧ୍ୟରେ ସୂଚନା ବିସ୍ତାର କରିବା କରିଥିଲେ । ଜିଲ୍ଲାର ବାର୍ତ୍ତା ବୃଦ୍ଧି ପାଇଁ ଲୋକମାନଙ୍କ ପାଖରେ ପହଁଚେଇ ଥିବାରୁ ଜିଲ୍ଲାପାଳ ଉକ୍ତ ମହିଳା ଗୋଷ୍ଠୀକୁ ଧନ୍ୟବାଦ ଦେଇଛନ୍ତି |
As the pandemic rages it becomes pertinent to disseminate information among our village communities on importance of masks, sanitation & social distancing.We Gopinath Jiu Women SHG for picking up the baton. Thank You for amplifying message of dist. admin! pic.twitter.com/bVAwCIbkit
— Collectorate Nayagarh (@AdmnNayagarh) May 16, 2021