ସରକାରୀ ବସ ଦୁର୍ଘଟଣାରେ ମେଡିକାଲ ଛାତ୍ର ଆହତ !
ଦଶପଲ୍ଲା ରୁ ରତ୍ନାକର ହୋତାକଂ ରିପୋର୍ଟ :- ତା ୭/୫/୨୦୨୧ ରିଖ ରାତ୍ର ୧୧.୪୫.ସମୟରେ କଟକରୁ କିଛି ମେଡିକାଲ ଛାତ୍ରକୁଂ ନେଇ ବଲାଙ୍ଗୀର ଯାଉଥିବା, ରାଜ୍ୟ ପରିବହନ ନିଗମର ଏକ ବସ୍ ବାଣିଗୋଛା ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ, ଏକ ପଣସ ଗଛରେ ମାଡ ହୋଇଯିବା ଫଳରେ , ଦୁଇ ଡ଼୍ରାଇଭର୍ କଂ ସମେତ ୫ ଜଣ ମେଡିକାଲ ଛାତ୍ର ଆହତ ହୋଇଛନ୍ତି ।
ଆହତମାନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି,୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ । ଘଟଣା ସ୍ଥଳରେ ବାଣିଗୋଛା ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀ ବୈଦ୍ୟ ନାରାୟଣ ଭୋଇ ଉପସ୍ଥିତ ହୋଇ ତଦନ୍ତ ଜାରି ରଖିଛନ୍ତି ।

Tags:
Local news