ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ ବୁଧବାର 09/06/2022
Ads
💐 ଆଜିର ଦିନଟି 💐
------------------
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
------ ----- ------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :----
------- -------
ବୃଷ ଦି୨୬ନ, ଜ୍ୟେଷ୍ଠ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ ତା୯ରିଖ ,ବୁଧବାର , ତ୍ରିଦିନାତ୍ମକ ସାବିତ୍ରୀ ବ୍ରତ ଆରମ୍ଭ ।
--- ----- -----
ସୂର୍ଯ୍ୟୋଦୟ ପ୍ରାଘ୫/୮/୧୫ଗ,
ସୂର୍ଯ୍ୟାସ୍ତ ସଂଘ୬/୨୩/୨୩ଗ ।
----- ----- ------
ଚତୁର୍ଦ୍ଦଶୀ ଦିଘ୨/୧,
କୃତ୍ତିକା ଦିଘ୮/୪୭,
ବୃଷଚନ୍ଦ୍ର ଅହୋରାତ୍ର,
ସୁକର୍ମା ପ୍ରାଘ୬/୪୯,
ଶକୁନୀ ଦିଘ୨/୧ଗ,
ଚତୁଷ୍ପଦ ରାଘ୩/୧୫ ।
------- ----- ------
ଯାତ୍ରା :---ଯୋଗିନୀ ପଶ୍ଚିମେ ,ଦିଘ୨/୧ଗ
ଐଶାନ୍ୟେ ।ଅତଃ ପଶ୍ଚିମେ ଓ
ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଗତେ ଐଶାନ୍ୟେ ଓ ଉତ୍ତରେ ଯାତ୍ରା
ଶୁଭ ନ ଯୋଗାଏ ।
ଘାତବାର :---କର୍କଟ ରାଶିର,
ଘାତଚନ୍ଦ୍ର :---ବିଛା ରାଶି ପୁରୁଷର,
ରଜଶ୍ଚକ୍ରେ :--କନ୍ୟା ଶ୍ରୀସଂପନ୍ନା,
ନିଷେଧ :--ବିରିଦ୍ରବ୍ୟ ଓ ଦିଘ
୨/୧ଗତେ ତୈଳ ,ମତ୍ସମାଂସ
ଭକ୍ଷଣ ନିଷେଧ, ରାତ୍ରେ
ଗୋଦହନ ଓ ସ୍ତ୍ରୀସମ୍ଭୋଗ ନିଷେଧ ।
ଶୁଭକର୍ମ :--ନାସ୍ତି,
ପୁଷ୍କରଦୋଷ :--ମୃତେ ଦିଘ୮/୪୭ ମଧ୍ୟେ
ପା୧ ଦ ଦୋଷ ,
ଶ୍ରାଦ୍ଧ :--ଚତୁର୍ଦ୍ଦଶୀର ଏକୋଦିଷ୍ଟ ପାର୍ବଣ ।
----------------
ଅମୃତବେଳା :--ଦିଘ୭/୪୭ଗ ଘ୯/୩୪ମ,
ବାରବେଳା :--ଦିଘ୧୧/୪୬ଗ ଘ୧/୨୬ମ
କାଳବେଳା :--ଦିଘ୮/୨୭ମ,
ମାହେନ୍ଦ୍ରବେଳା :--ପ୍ରାଘ୬/୧ଗ ଘ୭/୪୭ମ
କାଳରାତ୍ରୀ :-ରାଘ୨/୨୭ଗ ରାଘ୩/୪୮ମ
----- ----- ------
*ଆଜିର ରାଶିଫଳ*
- ----- -------------
ମେଷରାଶିର :---ଧନକ୍ଷୟ ଓ ମତାନ୍ତର,
ବୃଷ :--ଆୟାଧିକ ଓ ଆଭୂଷଣ ପ୍ରାପ୍ତ,
ମିଥୁନ :---ସ୍ୱାସ୍ଥ୍ୟ ହାନି ଓ ଅଶାନ୍ତି,
କର୍କଟ :- ଧନଲାଭ ଓ ଭ୍ରମଣ ଯୋଗ,
ସିଂହ :---କର୍ମେ ଖୁସି,
କନ୍ୟା :--ଦଣ୍ଡଭୟ ଓ ଧନକ୍ଷତି,
ତୁଳା :--ଦୁର୍ଘଟଣା ଓ ଆଘାତ ,
ବିଛା :--ସହଯୋଗ ଓ ସାହାଯ୍ୟ ପ୍ରାପ୍ତ,
ଧନୁ :--ଶାନ୍ତିପ୍ରଦ ଓ ବନ୍ଧୁ ଯୋଗ,
ମକର :--କାର୍ଯ୍ୟ ବାଧା ଓ ହତୋତ୍ସାହ,
କୁମ୍ଭ :--ଶରୀର ପୀଡ଼ିତ ଓ ଧନକ୍ଷୟ,
ମୀନ :---- ଧନଦ୍ରବ୍ୟ ଲାଭ ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର
ଭଲମନ୍ଦରେ ପରିବର୍ତ୍ତନ ହେବ ।)
*************
ପଣ୍ଡିତ ମନୋଜ କୁମାର ନାୟକ ,କୁରାଳ।
-----------
💐 ଜୟ ଶ୍ରୀଗଣପତି ବାବା 💐
👍ଜୟଶ୍ରୀ ନାରାୟଣୀ👍
--------------
( ବି.ଦ୍ର.:---ଚଳିତ ମାସ ,ଜୁନ ତା୧୦ରିଖ, ଗୁରୁବାର ଦିନ,କଙ୍କଣାକୃତ୍ତି ସୂର୍ଯ୍ୟୋପରାଗ ପଡୁଥଲେ ମଧ୍ୟ ଆମ ଓଡ଼ିଶାରେ ଅଦୃଶ୍ୟ ।ଏଣୁ ଏହା ପାଳନ କରାଯିବ ନାହିଁ । ମାତ୍ର ଗୁରୁବାର ଦିନ "ସାବିତ୍ରୀ ବ୍ରତ/ଅମାବାସ୍ୟା" ପାଳନ କରାଯିବ ।)
************
Tags:
Horoscope