ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 13/06/2021, ରବିବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 13/06/2021, ରବିବାର 

--: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:-----                   ------------- ବୃଷ ଦି୩୦ନ,ଜ୍ୟେଷ୍ଠ ଶୁକ୍କପକ୍ଷ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା ୧୩ରିଖ ,ରବିବାର ।  ଅଦ୍ୟ ରମ୍ଭା  ତୃତୀୟା ।             -----  ---- ------ ସୂର୍ଯ୍ୟୋଦୟ ପ୍ରାଘ୫/୮/୩୬, ସୂର୍ଯ୍ୟାସ୍ତ ସଂଘ୬/୨୪/୪୧ଗ ।                ---------- ତୃତୀୟା ରାଘ୯/୪୩, ପୁନର୍ବସୁ  ଦିଘ୭/୩, ମିଥୁନଚନ୍ଦ୍ର ଦିଘ୧୨/୩୫, ବୃଦ୍ଧି ଦିଘ୯/୩୨, ତୈତିଳ ଦିଘ୯/୫ଗ, ଗର ରାଘ୯/୪୩ ।               ------------- ଯାତ୍ରା :---ଯୋଗିନୀ ଆଗ୍ନେୟେ । ଅତଃ ଆଗ୍ନେୟେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ । ଘାତବାର :--ମେଷରାଶିର, ଘାତଚନ୍ଦ୍ର :--କନ୍ୟାରାଶିର , ରଜଶ୍ଚକ୍ରେ :--କନ୍ୟା ସନ୍ତାନରହିତା, ଭକ୍ଷଣ ନିଷେଧ :--ପୋଟଳ, ପୁଷ୍କରଦୋଷ :--ମୃତେ ପା୨ଦ, ରାଘ୭/୩            ଗତେ ପା୧ଦ, ଶୁଭକର୍ମ :--ନାସ୍ତି, ଶ୍ରାଦ୍ଧ :--ତୃତୟାର ଏକୋଦିଷ୍ଟ ପାର୍ବଣ ।                 ---------- ଅମୃତବେଳା :--ଦିଘ୭/୪୮ମ, ବାର ଓ କାଳବେଳା :--ଦିଘ ୧୦/୬ଗ                ଦିଘ୧/୨୫ମ, ମାହେନ୍ଦ୍ରବେଳା :--ଦିଘ୩/୪୬ଗ                     ଦିଘ୪/୩୯ମ, କାଳରାତ୍ରି :--ରାଘ୧/୬ଗ ଘ୨/୨୭ମ ।               ------ ---- ------       *ଆଜିର ସଂକ୍ଷିପ୍ତ ରାଶିଫଳ*            *********** ମେଷରାଶିର :---ଦ୍ରବ୍ୟପ୍ରାପ୍ତ ,ମାତ୍ର                              ଚିନ୍ତାବୃଦ୍ଧି , ବୃଷ :--ଆର୍ଥିକ କ୍ଷତି, ମିଥୁନ :--ଶ୍ରୀଲାଭ ଓ ସୁସମ୍ବାଦ ପ୍ରାପ୍ତ, କର୍କଟ :--ସ୍ୱାସ୍ଥ୍ୟ ଓ ଧନକ୍ଷୟ, ସିଂହ :--ଆୟାଧିକ, କନ୍ୟା :--କର୍ମେ ଉନ୍ନତି, ତୁଳା :--ବନ୍ଧୁ ବିବାଦ ଓ ଅଶାନ୍ତି, ବିଛା :--ଦୁର୍ଘଟଣା ଓ ଆଘାତ, ଧନୁ :--ପ୍ରୀତିଲାଭ, ମକର :--ଧନଓ ସହଯୋଗ ପ୍ରାପ୍ତ, କୁମ୍ଭ :--କାର୍ଯ୍ୟେ ଉନ୍ନତି ଓ ପ୍ରଶଂସିତ, ମୀନ :--ଶରୀର ବେଦନା ଯୁକ୍ତ ।   ( ଦଶାଫଳ ଅନୁସାରେ ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ ।)                -------------- ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।


💐 ଆଜିର ଦିନଟି 💐

            ---------------
  ( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
             ------  ----- ------
 -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:-----
                  -------------
ବୃଷ ଦି୩୦ନ,ଜ୍ୟେଷ୍ଠ ଶୁକ୍କପକ୍ଷ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା ୧୩ରିଖ ,ରବିବାର ।
 ଅଦ୍ୟ ରମ୍ଭା  ତୃତୀୟା ।
            -----  ---- ------
ସୂର୍ଯ୍ୟୋଦୟ ପ୍ରାଘ୫/୮/୩୬,
ସୂର୍ଯ୍ୟାସ୍ତ ସଂଘ୬/୨୪/୪୧ଗ ।
               ----------
ତୃତୀୟା ରାଘ୯/୪୩,
ପୁନର୍ବସୁ  ଦିଘ୭/୩,
ମିଥୁନଚନ୍ଦ୍ର ଦିଘ୧୨/୩୫,
ବୃଦ୍ଧି ଦିଘ୯/୩୨,
ତୈତିଳ ଦିଘ୯/୫ଗ,
ଗର ରାଘ୯/୪୩ ।
              -------------
ଯାତ୍ରା :---ଯୋଗିନୀ ଆଗ୍ନେୟେ । ଅତଃ ଆଗ୍ନେୟେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମେଷରାଶିର,
ଘାତଚନ୍ଦ୍ର :--କନ୍ୟାରାଶିର ,
ରଜଶ୍ଚକ୍ରେ :--କନ୍ୟା ସନ୍ତାନରହିତା,
ଭକ୍ଷଣ ନିଷେଧ :--ପୋଟଳ,
ପୁଷ୍କରଦୋଷ :--ମୃତେ ପା୨ଦ, ରାଘ୭/୩
           ଗତେ ପା୧ଦ,
ଶୁଭକର୍ମ :--ନାସ୍ତି,
ଶ୍ରାଦ୍ଧ :--ତୃତୟାର ଏକୋଦିଷ୍ଟ ପାର୍ବଣ ।
                ----------
ଅମୃତବେଳା :--ଦିଘ୭/୪୮ମ,
ବାର ଓ କାଳବେଳା :--ଦିଘ ୧୦/୬ଗ 
              ଦିଘ୧/୨୫ମ,
ମାହେନ୍ଦ୍ରବେଳା :--ଦିଘ୩/୪୬ଗ 
                   ଦିଘ୪/୩୯ମ,
କାଳରାତ୍ରି :--ରାଘ୧/୬ଗ ଘ୨/୨୭ମ ।
              ------ ---- ------   

   *ଆଜିର ସଂକ୍ଷିପ୍ତ ରାଶିଫଳ*

           ***********
ମେଷରାଶିର :---ଦ୍ରବ୍ୟପ୍ରାପ୍ତ ,ମାତ୍ଚିନ୍ତାବୃଦ୍ଧି ,
ବୃଷ :--ଆର୍ଥିକ କ୍ଷତି,
ମିଥୁନ :--ଶ୍ରୀଲାଭ ଓ ସୁସମ୍ବାଦ ପ୍ରାପ୍ତ,
କର୍କଟ :--ସ୍ୱାସ୍ଥ୍ୟ ଓ ଧନକ୍ଷୟ,
ସିଂହ :--ଆୟାଧିକ,
କନ୍ୟା :--କର୍ମେ ଉନ୍ନତି,
ତୁଳା :--ବନ୍ଧୁ ବିବାଦ ଓ ଅଶାନ୍ତି,
ବିଛା :--ଦୁର୍ଘଟଣା ଓ ଆଘାତ,
ଧନୁ :--ପ୍ରୀତିଲାଭ,
ମକର :--ଧନଓ ସହଯୋଗ ପ୍ରାପ୍ତ,
କୁମ୍ଭ :--କାର୍ଯ୍ୟେ ଉନ୍ନତି ଓ ପ୍ରଶଂସିତ,
ମୀନ :--ଶରୀର ବେଦନା ଯୁକ୍ତ ।
  ( ଦଶାଫଳ ଅନୁସାରେ ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ ।)
               --------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
           ------କୁରାଳ ----
                   ^^^^
    💐 ଜୟ ଶ୍ରୀସୂର୍ଯ୍ୟନାରାୟଣ 💐
           👌ଜୟ ମା'ମାତଙ୍ଗୀ ଦେବୀ👌
                     -------------

Post a Comment

Please Select Embedded Mode To Show The Comment System.*

Previous Post Next Post