ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 25/06/2021, ଶୁକ୍ରବାର
💐 ଆଜିର ଦିନଟି 💐
-------------------
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
----- ---- --- -----
----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :--
---- ---- ---- -----
ମିଥୁନ ଦି୧୧ନ,ଆଷାଢ଼ କୃଷ୍ଣପକ୍ଷ ପ୍ରତିପଦା,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୫ରିଖ ,ଶୁକ୍ରବାର ।
ଅଦ୍ୟ ଶ୍ରୀମନ୍ଦିରରେ ଶ୍ରୀ ଶ୍ରୀମହାପ୍ରଭୁଙ୍କ ପଟ୍ଟଚିତ୍ର ପୂଜାର୍ଚ୍ଚନା ଓ ଶ୍ରୀ ଶ୍ରୀଅଲାରନାଥଙ୍କ ଦର୍ଶନାରମ୍ଭ ।
---------
ସୂର୍ଯ୍ୟୋଦୟ ପ୍ରାଘ୫/୧୦/୪୮,
ସୂର୍ଯ୍ୟାସ୍ତ ସଂଘ୬/୨୭/୨୨,
----- ---- --- ----
ପ୍ରତିପଦା ରାଘ୯/୨,
ମୂଳା ପ୍ରାଘ୬/୪୩ଗ,
ପୂର୍ବାଷାଢା ରାଘ୪/୨୮,
ଧନୁଚନ୍ଦ୍ର ଅହୋରାତ୍ର,
ବ୍ରହ୍ମା ରାଘ୧୦/୪୦
ବାଳବ ଦିଘ୧୦/୩୫ଗ
କୈ।ଳବ ରାଘ୯/୨ ।
------ ---- --- --–--
ଯାତ୍ରା :--ଯୋଗିନୀ ପୂର୍ବେ ।ଅତଃ ପୂର୍ବେ ଓ ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ଧନୁ,ବିଛା ଓ ମୀନ
ରାଶିତ୍ରୟର,
ଘାତଚନ୍ଦ୍ର :--ତୁଳା ଓ କୁମ୍ଭ ରାଶିତ୍ରୟର,
ଭକ୍ଷଣ ନିଷେଧ :--ପାଣିକଖାରୁ,
ରଜଶ୍ଚକ୍ରେ :--ପୁତ୍ରିଣୀ, ରାଘ୪/୨ଗ
ପତିବିଛେଦା ,
ଶୁଭକର୍ମ :--ନାସ୍ତି,
ପୁଷ୍କରଦୋଷ :--ମୃତେ ରାଘ୯/୨ଗ
ପା୧ଦ,ରାଘ୪/୨୮ଗ ପା୨ଦ,
ଶ୍ରାଦ୍ଧ :--ପ୍ରତିପଦାର ଏକୋଦିଷ୍ଟ ପାର୍ବଣ ।
-------
ଅମୃତବେଳା :-- ପ୍ରାଘ୬/୪ମ, ପ୍ରାଘ୬/୫୮
ଗତେ ଘ୮/୩୧ମ,
ବାରବେଳା ଓ କାଳବେଳା :----
ଦିଘ୮/୩୧ଗ ଘ୧୧/୫୦ମ,
ମାହେନ୍ଦ୍ରବେଳା :--ରାଘ୧୦/୪୫ଗ
ରାଘ୧୧/୨୮ମ,
କାଳରାତ୍ରି :--ରାଘ୯/୯ଗ ଘ୧୦/୨୯ମ,
----- ---- -----
*ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ*
---- ---- -----
ମେଷରାଶିର :--ରାଜଭୟ ଓ ଅପ୍ରୀତି,
ବୃଷ :--ଦୁର୍ଘଟଣା ,ଆଘାତ ଓ ଚୋରି ଭୟ,
ମିଥୁନ :---ପ୍ରୀତିବୃଦ୍ଧି ,ସଫଳତା,
କର୍କଟ :--ଧନବୃଦ୍ଧି ଓ ଖୁସି,
ସିଂହ :--କାର୍ଯ୍ୟେ ବାଧା ଓ ବିପଦ,
କନ୍ୟା :---ଚକ୍ଷୁ ଆଘାତ ,ଧନହାନି,
ତୁଳା :--ଦ୍ରବ୍ୟଲାଭ , ଶତୃବୃଦ୍ଧି,
ବିଛା :--ଆୟକ୍ଷୟ ,
ଧନୁ :--ଶ୍ରୀଲାଭ ,ପ୍ରୀୟଭାବ ବୃଦ୍ଧି,
ମକର :--ବ୍ୟୟବୃଦ୍ଧି ଓ ସ୍ୱାସ୍ଥ୍ୟ ହାନି,
କୁମ୍ଭ :--ସମ୍ନାନିତ ,କାର୍ଯ୍ୟେ ସଫଳ ଓ
ବନ୍ଧୁ ଯୋଗ,
ମୀନ :---କର୍ମେ ଉନ୍ନତି , ଧନଲାଭ ,
ହସଖୁସି ପ୍ରାପ୍ତ ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
---- ---- --- -----
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
----: କୁରାଳ :----
💐 ଜୟ ଶ୍ରୀଶିବଶମ୍ଭୁ 💐
👌ଜୟ ମା' ସନ୍ତୋଷୀ 👌
*********
Tags:
Horoscope