ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 24/06/2021, ଗୁରୁବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 24/06/2021, ଗୁରୁବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 24/06/2021, ଗୁରୁବାର  ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 24/06/2021, ଗୁରୁବାର   💐 ଆଜିର ଦିନଟି 💐         -----------------–-    ( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )              ------ ---- ------   -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----                  ------------- ମିଥୁନ ଦି୧୦ନ, ଜ୍ୟେଷ୍ଠ ଶୁକ୍କପକ୍ଷ ପୂର୍ଣ୍ଣିମା ,ଇଂରାଜୀ  ସନ୍ ୨୦୨୧ ମସିହା ,ଜୁନ୍ ତା୨୪ରିଖ ,ଗୁରୁବାର ।ଅଦ୍ୟ ଦେବସ୍ନାନ ପୂର୍ଣ୍ଣିମା ,ଜ୍ୟେଷ୍ଠ ପୂର୍ଣ୍ଣିମା ,ସ୍ନାନ ମଣ୍ଡପେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ,--- ଅଣସର ଆରମ୍ଭ ।           ------ ----- ----- ସୂର୍ଯ୍ୟୋଦୟ ପ୍ରାଘ୫/୧୦/୩୩, ସୂର୍ଯ୍ୟାସ୍ତ ସଂଘ୬/୨୭/୧୬,              ------ ---- ----- ପୂର୍ଣ୍ଣିମା ରାଘ୧୨/୧୨, ଜ୍ୟେଷ୍ଠା  ଦିଘ୯/୧୩, ବିଛାଚନ୍ଦ୍ର ଦିଘ୯/୧୩, ଶୁଭ ପ୍ରାଘ୬/୮ଗ, ଶୁକ୍କ ରାଘ୨/୧୮, ବିଷ୍ଟି ଦିଘ୧/୫୩ଗ, ବବ ରାଘ୧୨/୧୨ .           --------- ଯାତ୍ରା :--ଯୋଗିନୀ ବାୟବ୍ୟେ ।ଅତଃ ରାଘ୧୨/୧୨ମି ମଧ୍ୟେ ବାୟବ୍ୟେ ଓ ପଶ୍ଚିମେ ଯାତ୍ରା ଶୁଭ ନ ଯୋଗାଏ । ଘାତବାର :--ତୁଳା ଓ କୁମ୍ଭ ରାଶିଦ୍ୱୟର, ଘାତଚନ୍ଦ୍ର :--ରାଘ୧୨/୧୨ମି ଗତେ         ତୁଳା ଓ କୁମ୍ଭ  ରାଶିଦ୍ୱୟର, ରଜଶ୍ଚକ୍ରେ :--କନ୍ୟା ପୁତ୍ରିଣୀ, ଭକ୍ଷଣ ନିଷେଧ :--ମତ୍ସ୍ୟମାଂସ ଆମିଷାଦି, ବର୍ଜ୍ଜନୀୟ :---ସ୍ତ୍ରୀସମ୍ଭୋଗ ଓ                          ତୈଳସେବନ , ଶୁଭକର୍ମ :--ନାସ୍ତି, ପୁଷ୍କରଦୋଷ :--ନାସ୍ତି , ଶ୍ରାଦ୍ଧ :--ପୂର୍ଣ୍ଣିମାର ଏକୋଦିଷ୍ଟ ପାର୍ବଣ ।              ---- ---- ----- ଅମୃତବେଳା :--ପ୍ରାତଃ ଘ୬/୫୭ମ,ଦିଘ୯/୩୭ଗ ଘ୧୧/୨୩ମ, କାଳବେଳା :--ଦିଘ୩/୯ଗ ସଂଘ୬/୨୮ମ, ରାହୁକାଳ :--ଦିଘ୧/୨୯ଗ ଘ୩/୮ମ, କାଳରାତ୍ରି :--ରାଘ୧୧/୫୦ଗ ଘ୧/୧୦ମ,                ---- --- --- ----     *ଆଜିର ରାଶିଫଳ*         ********* ମେଷରାଶିର :--ଆଘାତ ଓ ଯନ୍ତ୍ରଣା ବୃଦ୍ଧି, ବୃଷ :--ପ୍ରୀତିଲାଭ, ମିଥୁନ :--ଆୟରେ ଉନ୍ନତି, କର୍କଟ :--କାର୍ଯ୍ୟ ହାନି ଓ ବଂଧୁ ବିଦ୍ୱେଷ, ସିଂହ :--ଚକ୍ଷୁପୀଡା, କନ୍ୟା :--ଦ୍ରବ୍ୟଲାଭ, ତୁଳା :---ଆୟ ଓ ବ୍ୟବସାୟ କ୍ଷତି, ବିଛା :--ଧନ ଓ ସମ୍ନାନ ଲାଭ, ଧନୁ :--ଅଶାନ୍ତି ଓ ସ୍ୱାସ୍ଥ୍ୟ ହାନି, ମକର :--ଧନଲାଭ , କୁମ୍ଭ :--କର୍ମେ ଖୁସି , ମୀନ :--ରାଜଭୟ ଓ ଶତ୍ରୁ ବୃଦ୍ଧି ।     ( ଦଶାଫଳ ଅନୁସାରେ ମଧ୍ୟ ଆଜିର ଭଲମନ୍ଦରେ କିଛି ପରିବର୍ତ୍ତନ ହୋଇପାରେ।)             ----- ---- ---- -----   ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ।          -----:  କୁରାଳ :---               -------------    💐 ଜୟ ଶ୍ରୀଲକ୍ଷ୍ମୀନାରାୟଣ 💐          👌ଜୟ ଶ୍ରୀସାଇନାଥ 👌                    *********


💐 ଆଜିର ଦିନଟି 💐
        -----------------–-
   ( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
             ------ ---- ------
  -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
                 -------------
ମିଥୁନ ଦି୧୦ନ, ଜ୍ୟେଷ୍ଠ ଶୁକ୍କପକ୍ଷ ପୂର୍ଣ୍ଣିମା ,ଇଂରାଜୀ  ସନ୍ ୨୦୨୧ ମସିହା ,ଜୁନ୍ ତା୨୪ରିଖ ,ଗୁରୁବାର ।ଅଦ୍ୟ ଦେବସ୍ନାନ ପୂର୍ଣ୍ଣିମା ,ଜ୍ୟେଷ୍ଠ ପୂର୍ଣ୍ଣିମା ,ସ୍ନାନ ମଣ୍ଡପେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ,--- ଅଣସର ଆରମ୍ଭ ।
          ------ ----- -----
ସୂର୍ଯ୍ୟୋଦୟ ପ୍ରାଘ୫/୧୦/୩୩,
ସୂର୍ଯ୍ୟାସ୍ତ ସଂଘ୬/୨୭/୧୬,
             ------ ---- -----
ପୂର୍ଣ୍ଣିମା ରାଘ୧୨/୧୨,
ଜ୍ୟେଷ୍ଠା  ଦିଘ୯/୧୩,
ବିଛାଚନ୍ଦ୍ର ଦିଘ୯/୧୩,
ଶୁଭ ପ୍ରାଘ୬/୮ଗ,
ଶୁକ୍କ ରାଘ୨/୧୮,
ବିଷ୍ଟି ଦିଘ୧/୫୩ଗ,
ବବ ରାଘ୧୨/୧୨ .
          ---------
ଯାତ୍ରା :--ଯୋଗିନୀ ବାୟବ୍ୟେ ।ଅତଃ ରାଘ୧୨/୧୨ମି ମଧ୍ୟେ ବାୟବ୍ୟେ ଓ ପଶ୍ଚିମେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ତୁଳା ଓ କୁମ୍ଭ ରାଶିଦ୍ୱୟର,
ଘାତଚନ୍ଦ୍ର :--ରାଘ୧୨/୧୨ମି ଗତେ 
       ତୁଳା ଓ କୁମ୍ଭ  ରାଶିଦ୍ୱୟର,
ରଜଶ୍ଚକ୍ରେ :--କନ୍ୟା ପୁତ୍ରିଣୀ,
ଭକ୍ଷଣ ନିଷେଧ :--ମତ୍ସ୍ୟମାଂସ ଆମିଷାଦି,
ବର୍ଜ୍ଜନୀୟ :---ସ୍ତ୍ରୀସମ୍ଭୋଗ ଓ 
                        ତୈଳସେବନ ,
ଶୁଭକର୍ମ :--ନାସ୍ତି,
ପୁଷ୍କରଦୋଷ :--ନାସ୍ତି ,
ଶ୍ରାଦ୍ଧ :--ପୂର୍ଣ୍ଣିମାର ଏକୋଦିଷ୍ଟ ପାର୍ବଣ ।
             ---- ---- -----
ଅମୃତବେଳା :--ପ୍ରାତଃ ଘ୬/୫୭ମ,ଦିଘ୯/୩୭ଗ ଘ୧୧/୨୩ମ,
କାଳବେଳା :--ଦିଘ୩/୯ଗ ସଂଘ୬/୨୮ମ,
ରାହୁକାଳ :--ଦିଘ୧/୨୯ଗ ଘ୩/୮ମ,
କାଳରାତ୍ରି :--ରାଘ୧୧/୫୦ଗ ଘ୧/୧୦ମ,
               ---- --- --- ----
    *ଆଜିର ରାଶିଫଳ*
        *********
ମେଷରାଶିର :--ଆଘାତ ଓ ଯନ୍ତ୍ରଣା ବୃଦ୍ଧି,
ବୃଷ :--ପ୍ରୀତିଲାଭ,
ମିଥୁନ :--ଆୟରେ ଉନ୍ନତି,
କର୍କଟ :--କାର୍ଯ୍ୟ ହାନି ଓ ବଂଧୁ ବିଦ୍ୱେଷ,
ସିଂହ :--ଚକ୍ଷୁପୀଡା,
କନ୍ୟା :--ଦ୍ରବ୍ୟଲାଭ,
ତୁଳା :---ଆୟ ଓ ବ୍ୟବସାୟ କ୍ଷତି,
ବିଛା :--ଧନ ଓ ସମ୍ନାନ ଲାଭ,
ଧନୁ :--ଅଶାନ୍ତି ଓ ସ୍ୱାସ୍ଥ୍ୟ ହାନି,
ମକର :--ଧନଲାଭ ,
କୁମ୍ଭ :--କର୍ମେ ଖୁସି ,
ମୀନ :--ରାଜଭୟ ଓ ଶତ୍ରୁ ବୃଦ୍ଧି ।
    ( ଦଶାଫଳ ଅନୁସାରେ ମଧ୍ୟ ଆଜିର ଭଲମନ୍ଦରେ କିଛି ପରିବର୍ତ୍ତନ ହୋଇପାରେ।)
            ----- ---- ---- -----
  ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ।
         -----:  କୁରାଳ :---
              -------------
   💐 ଜୟ ଶ୍ରୀଲକ୍ଷ୍ମୀନାରାୟଣ 💐
         👌ଜୟ ଶ୍ରୀସାଇନାଥ 👌
                   *********

Post a Comment

Please Select Embedded Mode To Show The Comment System.*

Previous Post Next Post