ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ରାଧା ମୋହନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟାନ୍ୟ ରାଜନେତା ସମବେଦନା ଜଣାଇଛନ୍ତି |
Prof Radhamohan Ji was deeply passionate about agriculture, especially adopting sustainable and organic practices. He was also respected for his knowledge on subjects relating to the economy and ecology. Saddened by his demise. Condolences to his family and admirers. Om Shanti.
— Narendra Modi (@narendramodi) June 11, 2021
ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଆରପାରିରେ | ଉଲ୍ଲେଖନୀୟ ସାମାଜିକ କର୍ମୀ ତଥା ଅର୍ଥନୀତିର ଅବସରପ୍ରାପ୍ତ ପ୍ରଫେସର ପଦ୍ମ ଶ୍ରୀ ରାଧାମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦେହାନ୍ତ ହୋଇଛି। ତାଙ୍କୁ 78 ବର୍ଷ ବୟସ ହୋଇଥିଲେ। ରାଧାମୋହନ ଏବଂ ତାଙ୍କ ଝିଅ ସାବରମତିଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲାDeeply saddened to know the passing away of Gandhian and Padma Shri awardee Prof Radhamohan. An economist turned environmentalist had distinguished contribution to sustainable organic farming. My thoughts and prayers are with the bereaved family members and well-wishers.
— Naveen Patnaik (@Naveen_Odisha) June 11, 2021
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ରାଧାମୋହନଙ୍କ ବିୟୋଗ ଓଡ଼ିଶାର ଜୈବିକ କୃଷିକ୍ଷେତ୍ରରେ ଅପୁରଣୀୟ କ୍ଷତି । ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତା, ସମାଜସେବୀ, ସ୍ତମ୍ବକାର ଓ ବୈପ୍ଳବିକ ଚାଷି ।
— Biswa Bhusan Harichandan (@BiswabhusanHC) June 11, 2021