ଭାଗ୍ୟ ର ବିଡ଼ମ୍ବନା ସମୟରେ ଗ୍ରାହକଙ୍କୁ ଶୋଷୁଛି ଟାଟା ପାୱାର

ଭାଗ୍ୟ ର ବିଡ଼ମ୍ବନା ସମୟରେ ଗ୍ରାହକଙ୍କୁ ଶୋଷୁଛି ଟାଟା ପାୱାର

       
ଭାଗ୍ୟ ର ବିଡ଼ମ୍ବନା ସମୟରେ ଗ୍ରାହକଙ୍କୁ ଶୋଷୁଛି ଟାଟା ପାୱାର         ଭାଗ୍ୟ ର ବିଡ଼ମ୍ବନା ସମୟରେ ଗ୍ରାହକଙ୍କୁ ଶୋଷୁଛି ଟାଟା ପାୱାର                                                                   ୨୩/୦୬/୨୦୨୧,ଭଦ୍ରକ( ରିପୋର୍ଟ-ସମିର ମହାନ୍ତି) ଗ୍ରାହକ କୁ ସୋଶୁଚି ଟାଟା ପାୱାର। କୋରଣା କାଳ ରେ ଅର୍ଥ ଅଭାବ ରୁ ହାନ୍ତସନ୍ତ ହେଉଛନ୍ତି ଗ୍ରାହକ।ଟାଟା ପାୱର ଦାୟିତ୍ୱ ନେଉ ନେଉ ଗ୍ରାହକଙ୍କୁ ଶୋଷଣ କରିବା ଆରମ୍ଭ କଲାଣି । ତେବେ ନୂଆ ତରିକାରେ ସଂପୃକ୍ତ କଂପାନୀ ଠକିବା ଆରମ୍ଭ କରିଥିବାବେଳେ ଏହାକୁ ନେଇ ଗ୍ରାହକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।  ସୂଚନା ଅନୁଯାୟୀ ଗତ ମାଇ ମାସ ମିଟର ରିଡ୍  କରି ବିଲ୍ କରିଥିଲେ । ଠିକ୍ ମାସକ ପରେ ପୁଣି ବିଲ୍ ହେବା କଥା । କିନ୍ତୁ ଜୁନ୍ ମାସରେ ୪ ଦିନ ବିଳମ୍ବରେ ବିଲ୍ ହେଲା । ଫଳରେ ଏହି ୪ ଦିନରେ ୬୦ ୟୁନିଟ୍ ଅଧିକ ବିଲ୍ ହୋଇଥିବା ବେଳେ ସ୍ଲାବ୍ ଅନୁଯାୟୀ  ୟୁନିଟ୍ ପିଛା ୬ ଟଙ୍କା ୨୦ ପଇସା ଲାଗୁ ହେଲା । ଯଦି ଠିକ୍ ସମୟରେ ବିଲ୍ ହୋଇଥାନ୍ତା,  ପ୍ରଥମ ସ୍ଲାବ୍ ଅନୁସାରେ ୧୭୮ ଟଙ୍କା ଦେବାକୁ ପଡିଥାନ୍ତା । କିନ୍ତୁ ଏବେ ଦେବାକୁ ପଡିବ ୩୮୨ ଟଙ୍କା ଅର୍ଥାତ୍ ୧୯୪ ଟଙ୍କା ଅଧିକ। କୋରଣା କାଳ ରେ ଅର୍ଥ ର ଅଭାବ ରେ ଏତେ ଟଙ୍କା ଦେବା ର ସକ୍ଷମ ନଥିବା ବେଳେ ଏହାବ୍ୟତୀତ ଅତିରିକ୍ତ ସିକ୍ୟୁରିଟି ବାବଦରେ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଉ ନେଉ ଏପରି ଶୋଷିବା ଆରମ୍ଭ କରିଦେଲାଣି ବୋଲି ଭଦ୍ରକ ପୌରାଞ୍ଚଳ ୬ ନଂ ୱାର୍ଡର ବରିଷ୍ଠ ନାଗରିକ ସନ୍ତୋଷ ସାମଲ ଅଭିଯୋଗ କରିଛନ୍ତି  କେବଳ ଜଣେ ନୁହଁନ୍ତି, ପୌରାଞ୍ଚଳରର ହଜାର ହଜାର ଉପଭୋକ୍ତାଙ୍କୁ ଏହିପରି ବୋକା ବନାଉଛି ଟାଟା ପାୱାର। ଏନେଇ କେତେକ ଉପଭୋକ୍ତା ଖାଉଟି ଅଦାଲତର ଆଶ୍ରୟ ନେବାକୁ ସ୍ଥିର କରିଥିବା ଜଣାପଡିଛି।

                                                             

  ୨୩/୦୬/୨୦୨୧,ଭଦ୍ରକ( ରିପୋର୍ଟ-ସମିର ମହାନ୍ତି) ଗ୍ରାହକ କୁ ସୋଶୁଚି ଟାଟା ପାୱାର। କୋରଣା କାଳ ରେ ଅର୍ଥ ଅଭାବ ରୁ ହାନ୍ତସନ୍ତ ହେଉଛନ୍ତି ଗ୍ରାହକ।ଟାଟା ପାୱର ଦାୟିତ୍ୱ ନେଉ ନେଉ ଗ୍ରାହକଙ୍କୁ ଶୋଷଣ କରିବା ଆରମ୍ଭ କଲାଣି । ତେବେ ନୂଆ ତରିକାରେ ସଂପୃକ୍ତ କଂପାନୀ ଠକିବା ଆରମ୍ଭ କରିଥିବାବେଳେ ଏହାକୁ ନେଇ ଗ୍ରାହକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।  ସୂଚନା ଅନୁଯାୟୀ ଗତ ମାଇ ମାସ ମିଟର ରିଡ୍  କରି ବିଲ୍ କରିଥିଲେ । ଠିକ୍ ମାସକ ପରେ ପୁଣି ବିଲ୍ ହେବା କଥା । କିନ୍ତୁ ଜୁନ୍ ମାସରେ ୪ ଦିନ ବିଳମ୍ବରେ ବିଲ୍ ହେଲା । ଫଳରେ ଏହି ୪ ଦିନରେ ୬୦ ୟୁନିଟ୍ ଅଧିକ ବିଲ୍ ହୋଇଥିବା ବେଳେ ସ୍ଲାବ୍ ଅନୁଯାୟୀ  ୟୁନିଟ୍ ପିଛା ୬ ଟଙ୍କା ୨୦ ପଇସା ଲାଗୁ ହେଲା । ଯଦି ଠିକ୍ ସମୟରେ ବିଲ୍ ହୋଇଥାନ୍ତା,  ପ୍ରଥମ ସ୍ଲାବ୍ ଅନୁସାରେ ୧୭୮ ଟଙ୍କା ଦେବାକୁ ପଡିଥାନ୍ତା । କିନ୍ତୁ ଏବେ ଦେବାକୁ ପଡିବ ୩୮୨ ଟଙ୍କା ଅର୍ଥାତ୍ ୧୯୪ ଟଙ୍କା ଅଧିକ। କୋରଣା କାଳ ରେ ଅର୍ଥ ର ଅଭାବ ରେ ଏତେ ଟଙ୍କା ଦେବା ର ସକ୍ଷମ ନଥିବା ବେଳେ ଏହାବ୍ୟତୀତ ଅତିରିକ୍ତ ସିକ୍ୟୁରିଟି ବାବଦରେ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଉ ନେଉ ଏପରି ଶୋଷିବା ଆରମ୍ଭ କରିଦେଲାଣି ବୋଲି ଭଦ୍ରକ ପୌରାଞ୍ଚଳ ୬ ନଂ ୱାର୍ଡର ବରିଷ୍ଠ ନାଗରିକ ସନ୍ତୋଷ ସାମଲ ଅଭିଯୋଗ କରିଛନ୍ତି  କେବଳ ଜଣେ ନୁହଁନ୍ତି, ପୌରାଞ୍ଚଳରର ହଜାର ହଜାର ଉପଭୋକ୍ତାଙ୍କୁ ଏହିପରି ବୋକା ବନାଉଛି ଟାଟା ପାୱାର। ଏନେଇ କେତେକ ଉପଭୋକ୍ତା ଖାଉଟି ଅଦାଲତର ଆଶ୍ରୟ ନେବାକୁ ସ୍ଥିର କରିଥିବା ଜଣାପଡିଛି।

Post a Comment

Please Select Embedded Mode To Show The Comment System.*

Previous Post Next Post