ନା-ବାଳିକା ବେବି ହତ୍ୟା ଘଟଣା: ପରିବାର କୂ ଭେଟିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା !

ନା-ବାଳିକା ବେବି ହତ୍ୟା ଘଟଣା: ପରିବାର କୂ ଭେଟିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା !

ନା-ବାଳିକା ବେବି ହତ୍ୟା ଘଟଣା: ପରିବାର କୂ ଭେଟିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ! ନା-ବାଳିକା ବେବି ହତ୍ୟା ଘଟଣା: ପରିବାର କୂ ଭେଟିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା !   ଦଶପଲ୍ଲା :25/06/2021(ରିପୋର୍ଟ : ରତ୍ନାକର ହୋତା):  ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ନୂଆଗାଁ ପଂଚାୟତ ଧୁନ୍ଦୁଗାଡ଼ି଼ଆ ଗ୍ରାମର କାଳୁ ନାୟକ ଙ୍କ ନା ବାଳିକା ଝିଅ ବେବି ହତ୍ୟା ଘଟଣା ରେ ଶୁକ୍ରବାର ଦିନ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା  ସଂଧ୍ୟାବତୀ ପ୍ରଧାନ ବେବି ର୍ ପିତା-ମାତା ଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ବେବି ର୍ ପିତା-ମାତା ଝିଅର ମୃତ୍ୟୁ ପରେ ଭାଙ୍ଗି ପଡିଥିବା ବେଳେ ଅଭିଯୁକ୍ତ ସାଗର କୂ ଫାଶୀ ଦିଆଯାଉ ବୋଲି କୋହଭରା କଣ୍ଠରେ ଅଧ୍ୟକ୍ଷା ଙ୍କ ନିକଟରେ ଗୁହାରି କରିଛନ୍ତି ।  ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ବେବି ର୍ ପିତାମାତା ଙ୍କୁ ସାନ୍ତ୍ଵନା ଦେଇଛନ୍ତି । ଆଇନତଃ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷା ପ୍ରତିଶୃତି ଦେଇଛନ୍ତି । ଭିକ୍ଟିମ୍ କମ୍ପାନୀ ସେସନ ଆକ୍ଟ ଅନୁଯାୟୀ ବେବି ପରିବାର କୂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ବେବି ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷା ପ୍ରତିଶୃତି ଦେଇଥିବା ବେଳେ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏପରିକି ଅଭିଯୁକ୍ତ ସାଗର କୂ ଦଣ୍ଡ ବିଧାନ ପାଈଁ ପୋଲିସ ପକ୍ଷରୁ ଶୀଘ୍ର ଚାର୍ଜ ସିଟି ଦାଖଲ ପାଈଁ ପଦକ୍ଷେପ ନିଆଯିବା ସହ ମୋକଦ୍ଦମା ର୍ ଶୀଘ୍ର ବିଚାର ପାଈଁ ଉଦ୍ୟମ କରାଯିବ ବୋଲି ଅଧ୍ୟକ୍ଷା ପ୍ରତିଶୃତି ଦେୱିଛ୍ୱନ୍ତି । ଏପରିକି  ମୃତ ବେବି ଘଟଣାରେ ପୋଲିସ୍ ର୍ ତ୍ୱରିତ ପଦକ୍ଷେପ କୂ ପ୍ରଶଂସା କରିଛନ୍ତି ଅଧ୍ୟକ୍ଷା । ପାଞ୍ଚଦିନ ମଧ୍ୟରେ ପୋଲିସ ଅଭିଯୁକ୍ତ କୂ ଧରିବାରେ ସଫଳ ହୋଇଥିବାରୁ ପୋଲିସ ପ୍ରତି ଲୋକମାନଙ୍କ ବିଶ୍ୱାସ ବୃଦ୍ଧି ପାଇଛି । ପୋଲିସ ଏଭଳି କାର୍ଯ୍ୟ କଲେ ଲୋକମାନଙ୍କ ଅଧିକ ବିଶ୍ୱାସ ଭାଜନ ହୋଇ ପାରିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ସେଠାରେ ଥିବା ଉପସ୍ଥିତ ମହିଳା ମାନଂକ ମଧ୍ୟରେ ସଚେତନତା ର୍ ବାର୍ତା ବାଣ୍ଟି ଥିଲେ ଅଧ୍ୟକ୍ଷା । ଛୋଟ ପିଲା ମାନଙ୍କୁ ବାହାର କୂ ଛାଡ଼ି ଦେଇ ନିଜ କାମରେ ଲାଗିଲେ ମଧ୍ୟ ପିଲା ମାନଙ୍କ ଉପରେ ମା ମାନଂକ ଦୃଷ୍ଟି ରହିବା ଉଚିତ । ବିଶେଷ ଭାବେ ଶିଶୁର ସୁରକ୍ଷା ଓ ଦାଇତ୍ଵ ମା ହାତରେ ବୋଲି ଅଧ୍ୟକ୍ଷା ପ୍ରକାଶ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ କିଶୋର ଦଳ ବେହେରା ନୂଆଗାଁ ପଂଚାୟତ ର୍ ବିଭିନ୍ନ ସମସ୍ୟା ଅଧ୍ୟକ୍ଷା ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଟାୱାର ନଥିବାରୁ କିପରି ପୋଲିସ ନିକଟରେ ଖବର ପହଂଚି ବାରେ ବିଳମ୍ବ ହେଉଛି ସେ ସଂପର୍କରେ ଅଧ୍ୟକ୍ଷା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ଷା ଓ ଧୁନ୍ଦୁଗାଡିଆ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଅଧ୍ୟକ୍ଷା ଧୁନ୍ଦୁଗାଡ଼ି଼ଆ ଗ୍ରାମକୁ ନ ଯାଇ ନୂଆଗାଁ ପଂଚାୟତ  ଠାରେ ବେବି ର୍ ପିତା-ମାତା ଙ୍କୁ ସାକ୍ଷାତ କରି ପଚରା ଉଚରା ସହ ଏହି ପ୍ରତିଶୃତି ଦେଇଥିଲେ । ଜିଲ୍ଲା ରେ ଶିଶୁ ସୁରକ୍ଷା ସମ୍ପର୍କ ରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷା ଙ୍କ ଏହି ସାକ୍ଷାତ ସମୟ ରେ  ନୟାଗଡ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର୍ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବଡ଼ ଜେନା, ଆନୁଷ୍ଠାନିକ ନ୍ୟାୟ ଅଧିକାରୀ ସତ୍ୟ ରଂଜନ ଦାସ ,ନ୍ୟାୟିକ ଅଧିକାରୀ ମହମ୍ମଦ୍ ଅସତ ଅଂସାରି , ସି ଡ଼ି ପି ଓ ରୀନା ସରିତା ଲରେନ୍ସ ସହ ବାଣିଗୋଛା ଥାନା ଆଇ ଆଇ ସି ବୈଦ୍ୟ ଚରଣ ଭୋଇ ,ପୂର୍ବତନ ଜିଲ୍ଲା ପରିଷଦ କିଶୋର ଦଳବେହେରା ଉପସ୍ଥିତ ଥିଲେ । ପରେ ଅଧ୍ୟକ୍ଷା ନୟାଗଡ ଫେରି ଜିଲ୍ଲାପାଳ ଓ ଏସ ପି ଙ୍କୁ ଭେଟି ବେବି ହତ୍ୟା ଘଟଣା ସମ୍ପର୍କ ରେ ଆଲୋଚନା କରିବା ସହ ବେବି ପରିବାର କୂ  ସହାୟତା ସମ୍ପର୍କ ରେ  ଆଲୋଚନା କରିଥିଲେ। ସୁଚନା ଯୋଗ୍ୟ ଯେ, ଚଳିତ ମାସ ୧୨ ତାରିଖ ଦିନ ଧୁନ୍ଦୁ ଗାଡିଆ ଗ୍ରାମର କାଳୁ ନାୟକ ଙ୍କ ନା -ବାଳିକା ଝିଅ ବେବି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ସେହି ଗ୍ରାମର ସାଗର ଦଳେଇ ବେବି କୂ ମୋବାଇଲ ଦେଖାଇବାକୁ କହି ନିକଟସ୍ଥ କଦଳୀ ବାରୀ ରେ ବେବି କୂ ଦୁସ୍କର୍ମ କରିବା ସହ ହତ୍ୟା କରିଥିଲା । ଏହି ଘଟଣା ରେ ପୋଲିସ ତଦନ୍ତ କରି  ସାଗର କୂ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏବେ ସାଗର ନୟାଗଡ ଜେଲ ରେ  । ଏହି ଘଟଣା ରେ ପୋଲିସ କୂ ସଫଳତା ମିଳିଥିବା ବେଳେ ତଦନ୍ତ ଜାରୀ ରହିଛି ।


ଦଶପଲ୍ଲା :25/06/2021(ରିପୋର୍ଟ : ରତ୍ନାକର ହୋତା):  ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ନୂଆଗାଁ ପଂଚାୟତ ଧୁନ୍ଦୁଗାଡ଼ି଼ଆ ଗ୍ରାମର କାଳୁ ନାୟକ ଙ୍କ ନା ବାଳିକା ଝିଅ ବେବି ହତ୍ୟା ଘଟଣା ରେ ଶୁକ୍ରବାର ଦିନ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା  ସଂଧ୍ୟାବତୀ ପ୍ରଧାନ ବେବି ର୍ ପିତା-ମାତା ଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ବେବି ର୍ ପିତା-ମାତା ଝିଅର ମୃତ୍ୟୁ ପରେ ଭାଙ୍ଗି ପଡିଥିବା ବେଳେ ଅଭିଯୁକ୍ତ ସାଗର କୂ ଫାଶୀ ଦିଆଯାଉ ବୋଲି କୋହଭରା କଣ୍ଠରେ ଅଧ୍ୟକ୍ଷା ଙ୍କ ନିକଟରେ ଗୁହାରି କରିଛନ୍ତି ।  ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ବେବି ର୍ ପିତାମାତା ଙ୍କୁ ସାନ୍ତ୍ଵନା ଦେଇଛନ୍ତି । ଆଇନତଃ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷା ପ୍ରତିଶୃତି ଦେଇଛନ୍ତି । ଭିକ୍ଟିମ୍ କମ୍ପାନୀ ସେସନ ଆକ୍ଟ ଅନୁଯାୟୀ ବେବି ପରିବାର କୂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ବେବି ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷା ପ୍ରତିଶୃତି ଦେଇଥିବା ବେଳେ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏପରିକି ଅଭିଯୁକ୍ତ ସାଗର କୂ ଦଣ୍ଡ ବିଧାନ ପାଈଁ ପୋଲିସ ପକ୍ଷରୁ ଶୀଘ୍ର ଚାର୍ଜ ସିଟି ଦାଖଲ ପାଈଁ ପଦକ୍ଷେପ ନିଆଯିବା ସହ ମୋକଦ୍ଦମା ର୍ ଶୀଘ୍ର ବିଚାର ପାଈଁ ଉଦ୍ୟମ କରାଯିବ ବୋଲି ଅଧ୍ୟକ୍ଷା ପ୍ରତିଶୃତି ଦେୱିଛ୍ୱନ୍ତି । ଏପରିକି  ମୃତ ବେବି ଘଟଣାରେ ପୋଲିସ୍ ର୍ ତ୍ୱରିତ ପଦକ୍ଷେପ କୂ ପ୍ରଶଂସା କରିଛନ୍ତି ଅଧ୍ୟକ୍ଷା । ପାଞ୍ଚଦିନ ମଧ୍ୟରେ ପୋଲିସ ଅଭିଯୁକ୍ତ କୂ ଧରିବାରେ ସଫଳ ହୋଇଥିବାରୁ ପୋଲିସ ପ୍ରତି ଲୋକମାନଙ୍କ ବିଶ୍ୱାସ ବୃଦ୍ଧି ପାଇଛି । ପୋଲିସ ଏଭଳି କାର୍ଯ୍ୟ କଲେ ଲୋକମାନଙ୍କ ଅଧିକ ବିଶ୍ୱାସ ଭାଜନ ହୋଇ ପାରିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ସେଠାରେ ଥିବା ଉପସ୍ଥିତ ମହିଳା ମାନଂକ ମଧ୍ୟରେ ସଚେତନତା ର୍ ବାର୍ତା ବାଣ୍ଟି ଥିଲେ ଅଧ୍ୟକ୍ଷା । ଛୋଟ ପିଲା ମାନଙ୍କୁ ବାହାର କୂ ଛାଡ଼ି ଦେଇ ନିଜ କାମରେ ଲାଗିଲେ ମଧ୍ୟ ପିଲା ମାନଙ୍କ ଉପରେ ମା ମାନଂକ ଦୃଷ୍ଟି ରହିବା ଉଚିତ । ବିଶେଷ ଭାବେ ଶିଶୁର ସୁରକ୍ଷା ଓ ଦାଇତ୍ଵ ମା ହାତରେ ବୋଲି ଅଧ୍ୟକ୍ଷା ପ୍ରକାଶ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ କିଶୋର ଦଳ ବେହେରା ନୂଆଗାଁ ପଂଚାୟତ ର୍ ବିଭିନ୍ନ ସମସ୍ୟା ଅଧ୍ୟକ୍ଷା ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଟାୱାର ନଥିବାରୁ କିପରି ପୋଲିସ ନିକଟରେ ଖବର ପହଂଚି ବାରେ ବିଳମ୍ବ ହେଉଛି ସେ ସଂପର୍କରେ ଅଧ୍ୟକ୍ଷା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ଷା ଓ ଧୁନ୍ଦୁଗାଡିଆ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଅଧ୍ୟକ୍ଷା ଧୁନ୍ଦୁଗାଡ଼ି଼ଆ ଗ୍ରାମକୁ ନ ଯାଇ ନୂଆଗାଁ ପଂଚାୟତ  ଠାରେ ବେବି ର୍ ପିତା-ମାତା ଙ୍କୁ ସାକ୍ଷାତ କରି ପଚରା ଉଚରା ସହ ଏହି ପ୍ରତିଶୃତି ଦେଇଥିଲେ । ଜିଲ୍ଲା ରେ ଶିଶୁ ସୁରକ୍ଷା ସମ୍ପର୍କ ରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଅଧ୍ୟକ୍ଷା ଙ୍କ ଏହି ସାକ୍ଷାତ ସମୟ ରେ  ନୟାଗଡ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର୍ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବଡ଼ ଜେନା, ଆନୁଷ୍ଠାନିକ ନ୍ୟାୟ ଅଧିକାରୀ ସତ୍ୟ ରଂଜନ ଦାସ ,ନ୍ୟାୟିକ ଅଧିକାରୀ ମହମ୍ମଦ୍ ଅସତ ଅଂସାରି , ସି ଡ଼ି ପି ଓ ରୀନା ସରିତା ଲରେନ୍ସ ସହ ବାଣିଗୋଛା ଥାନା ଆଇ ଆଇ ସି ବୈଦ୍ୟ ଚରଣ ଭୋଇ ,ପୂର୍ବତନ ଜିଲ୍ଲା ପରିଷଦ କିଶୋର ଦଳବେହେରା ଉପସ୍ଥିତ ଥିଲେ । ପରେ ଅଧ୍ୟକ୍ଷା ନୟାଗଡ ଫେରି ଜିଲ୍ଲାପାଳ ଓ ଏସ ପି ଙ୍କୁ ଭେଟି ବେବି ହତ୍ୟା ଘଟଣା ସମ୍ପର୍କ ରେ ଆଲୋଚନା କରିବା ସହ ବେବି ପରିବାର କୂ  ସହାୟତା ସମ୍ପର୍କ ରେ  ଆଲୋଚନା କରିଥିଲେ।
ସୁଚନା ଯୋଗ୍ୟ ଯେ, ଚଳିତ ମାସ ୧୨ ତାରିଖ ଦିନ ଧୁନ୍ଦୁ ଗାଡିଆ ଗ୍ରାମର କାଳୁ ନାୟକ ଙ୍କ ନା -ବାଳିକା ଝିଅ ବେବି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ସେହି ଗ୍ରାମର ସାଗର ଦଳେଇ ବେବି କୂ ମୋବାଇଲ ଦେଖାଇବାକୁ କହି ନିକଟସ୍ଥ କଦଳୀ ବାରୀ ରେ ବେବି କୂ ଦୁସ୍କର୍ମ କରିବା ସହ ହତ୍ୟା କରିଥିଲା । ଏହି ଘଟଣା ରେ ପୋଲିସ ତଦନ୍ତ କରି  ସାଗର କୂ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏବେ ସାଗର ନୟାଗଡ ଜେଲ ରେ  । ଏହି ଘଟଣା ରେ ପୋଲିସ କୂ ସଫଳତା ମିଳିଥିବା ବେଳେ ତଦନ୍ତ ଜାରୀ ରହିଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post