ଜୁନ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା !
ଭୁବନେଶ୍ୱର: 13/06/2021(ବ୍ୟୁରୋ): ଜୁନ ମାସର ଶେଷ ସପ୍ତାହ ସୁଦ୍ଧା ଓଡିଶାରେ ମ୍ୟାଟ୍ରିକ୍ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ରବିବାର କହିଛନ୍ତି।
ମନ୍ତ୍ରୀ କହିଛନ୍ତି ବିକଳ୍ପ ବିକଳ୍ପ ସଠିକ୍ ଭାବରେ କରାଯାଉଛି ଏବଂ ଫଳାଫଳକୁ ଠିକ ସମୟରେ ଘୋଷଣା କରିବାକୁ ଉଦ୍ୟମ ଚାଲିଛି।
କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସ୍କୁଲ ଖୋଲିବା ବିଷୟରେ କିଛି କୁହାଯାଇପାରିବ ନାହିଁ ବୋଲି ଦାଶ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାବିତମାନେ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
Tags:
State news